ସ୍ପୋର୍ଟ୍ସ କିଟ୍ କିଣାରେ ମହାଦୁର୍ନୀତି; ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା
by Argus News
Fri, Sep 13 | 3:57 p.m.

ବରଗଡ: ବରଗଡ ବରପାଲିରେ ସ୍ପୋର୍ଟ୍ସ କିଟ୍ କିଣାରେ ମହାଦୁର୍ନୀତି ।  ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା । ବରପାଲି ବ୍ଲକରେ ପ୍ରାୟ 40 ଲକ୍ଷ ଟଙ୍କାର ବିଲ୍ ହୋଇଥିବାବେଳେ କୌଣସି ପଞ୍ଚାୟତକୁ ବଣ୍ଟା ହେଇନି ସ୍ପୋର୍ଟ୍ସ କିଟ୍ । ପ୍ରତି ପଞ୍ଚାୟତ ପାଇଁ 2.5 ଲକ୍ଷ ଟଙ୍କା ଆସିଥିବାବେଳେ 30 ରୁ 40 ହଜାର ଟଙ୍କାର କିଟ୍ କିଣା ହୋଇଥିବା ଅଭିଯୋଗ ହୋଇଛି । 

ଏନେଇ ପ୍ରଶ୍ନ ପଚାରିଲେ ହାତ ଯୋଡୁଛନ୍ତି ବରପାଲି BDO । ଏହି ଦୁର୍ନୀତିରେ ପୂର୍ବତନ ମନ୍ତ୍ରୀ ରିତା ସାହୁଙ୍କ ସମ୍ପୃକ୍ତି ଥିବା  ଅଭିଯୋଗ ହୋଇଛି ।  ଆମ ଓଡିଶା ନବୀନ ଓଡ଼ିଶା ଅଧୀନରେ କାମ ହୋଇଥିବା ପ୍ରତି ପ୍ରକଳ୍ପରୁ 3 ପ୍ରତିଶତ ଅର୍ଥ ପାଣ୍ଡିଆନଙ୍କ ସଭାରେ ବିନିଯୋଗ ହୋଇଥିବା କହିଛନ୍ତି ସରକାରୀ ବାବୁ ।
 

ଆହୁରି ପଢନ୍ତୁ ଓଡିଶା ଖବର...

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା