ହାଇଓ୍ବା ଧକ୍କାରେ ବାଇକ୍ ଆରୋହୀ ମୃତ
by Argus News
Fri, Dec 01 | 1:51 p.m.

କେଉଁଝର  : ଆନନ୍ଦପୁର-କରଞ୍ଜିଆ ରାସ୍ତା ର ଆନନ୍ଦପୁର ଥାନା ପଦ୍ମପୁର ଛକ ନିକଟରେ ହାଇଓ୍ବା ଧକ୍କା ରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି l ମୃତକ ସ୍ଥାନୀୟ ଗୋଳାବନ୍ଧ  ଗାଁ ର ମଣ୍ଟେଶ୍ବର ନାୟକ ନିଜ ଗାଁ ରେ ନୁଆଁ କରି ପକ୍କା ଘର ନିର୍ମାଣ କରୁଛନ୍ତି l ନିର୍ମାଣ କାମପାଇଁ ସିମେଣ୍ଟ କିଣିବାକୁ ଆଜି ଆନନ୍ଦପୁର ଆସି ଘରକୁ ଫେରୁଥିବା ସମୟରେ ପଦ୍ମପୁର ଛକ ଠାରୁ କିଛି ଦୂରରେ ପଛପଟୁ ଆସୁଥିବା ଏକ ହାଇଓ୍ବା ଧକା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା l

ଅଧିକ ପଢନ୍ତୁ : ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ଥାନିୟ ଲୋକେ ମୃତଦେହକୁ ଆନନ୍ଦପୁର ଡାକ୍ତରଖାନା ପହଁଞ୍ଚାଇଥିଲେ l ଖବରପାଇ ପୋଲିସ୍ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି  l
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ