କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା 
by Argus News
Sat, Oct 05 | 9:38 a.m.

କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା l ଶୁକ୍ରବାର ସନ୍ଧ୍ୟାରେ ଏମିତି ଏକ ବାଇକ୍ ଚୋରୀ ସିସି କ୍ୟାମେରା ରେ କଏଦ ହୋଇଛି l କେନ୍ଦ୍ରାପଡା ଲ' କଲେଜ ଛକରେ ଥିବା ଏକ ସପିଂ ମଲ ସମ୍ମୁଖ ରୁ ଜଣେ ଯୁବକ ବଡ ଚତୁରତାର ସହ ଏକ ବାଇକ୍ ଚୋରୀ କରି ଫେରାର୍ ହେବାରେ ସଫଳ ହୋଇଛି l

ଯୁବକ ଜଣକ ପ୍ରଥମେ ମଲ ସମ୍ମୁଖରେ ପହଂଚି ଏଣେତେଣେ ଚାହୁଞ୍ଚି l ନିରୋଳା ଦେଖି ଏକ ବାଇକ୍ ଉପରେ ବସି ଚାବି ପୁରାଇ ମୋଡାମାଡ଼ି କରୁଛି l ବାଇକ୍ ଟି ଅନ ଲକ୍ ହୋଇଯିବା ପରେ କ୍ଷଣିକ ଭିତରେ ଘଟଣା ସ୍ଥଳ ରୁ ଚମ୍ପଟ ମାରୁଛି l ଚୋରି ଯାଇଥିବା ବାଇକ୍ ଟି ଟାଉନ୍ ଥାନା ଅନ୍ତର୍ଗତ କଜଳା ଗାଁ ର ସୁଜିତ କର ଙ୍କର ବୋଲି ଜଣାପଡିଛି l 
 ଅଧିକ ପଢନ୍ତୁ ଓଡିଶା ଖବର 

LAND JIHAD
15m ago
ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତ
ଭୋଟର
17m ago
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର ମାନେ ଭୋଟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସି
ମୃତ
45m ago
ହାଇୱା ଧକ୍କାରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମର ଚୈଧୁରୀ ସୁଦର୍ଶନ ତ୍ରିପାଠୀ ସାଇକେଲରେ ଭୋର ସକାଳ ୫ ଟା ସମୟରେ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟା କ