କାହା ସ୍ଥାନରେ କିଏ ପାଇଲା ଟିକେଟ୍ ?
by Argus News
Wed, Apr 03 | 8:18 p.m.

ଅର୍ଗସ ବ୍ୟୁରୋ: 2024 ମହାଲଢେଇ । ପ୍ରଥମ ପର୍ଯ୍ୟାୟରେ ବିଜେଡି 72 ବିଧାନସଭା ଆସନ ଘୋଷଣା କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ 27 ବିଧାନସଭା ଆସନ ଓ 5ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । କାହାସ୍ଥାନରେ କିଏ ଟିକେଟ୍ ପାଇଛି ଦେଖନ୍ତୁ ଏହି ରିପୋର୍ଟ...

ମାହାଙ୍ଗା ପ୍ରତାପ ଜେନାଙ୍କ ସ୍ଥାନରେ ଅଙ୍କିତ ପ୍ରତାପ ଜେନାଙ୍କୁ ସୁଯୋଗ ଦେଇଛି ଦଳ । 

ସେହିପରି ତିର୍ତ୍ତୋଲରେ ବିଜୟଶଙ୍କର ଦାସଙ୍କ ସ୍ଥାନରେ ରମାକାନ୍ତ ଭୋଇଙ୍କୁ ମିଳିଛି ସୁଯୋଗ ।  

ବ୍ରହ୍ମପୁରରେ ବିକ୍ରମ ପଣ୍ଡାଙ୍କ ସ୍ଥାନରେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ସୁଯୋଗ ମିଳିଛି । 

ପାରଳାଖେମୁଣ୍ଡିରେ କଲ୍ୟାଣୀ ଗଜପତିଙ୍କ ସ୍ଥାନରେ ରୂପେଶ ପାଣିଗ୍ରାହୀଙ୍କୁ ସୁଯୋଗ ମିଳିଛି ।  

ମୋହନା ପୂର୍ଣ୍ଣବାସୀ ନାୟକଙ୍କ ସ୍ଥାନରେ ଅନ୍ତର୍ଯ୍ୟାମୀ ଗମାଙ୍ଗ ।  

ପଟାଙ୍ଗୀ ପ୍ରିତମ ପାଢ଼ୀଙ୍କ ସ୍ଥାନରେ ପ୍ରଫୁଲ କୁମାର ପାଙ୍ଗି ।

ରାଜଗାଙ୍ଗପୁର ମଙ୍ଗଳା କିଷାନଙ୍କ ସ୍ଥାନରେ  ଅନିଲ ବର୍ମା ।

ବଣାଇ ରଞ୍ଜିତ କିଷାନଙ୍କ ସ୍ଥାନରେ ଭୀମସେନ ଚୌଧୂରୀ  ।

ଯଶିପୁର ଗୋଲକବିହାରୀ ନାୟକଙ୍କ ସ୍ଥାନରେ ଚକ୍ରଧର ହେମ୍ରମ ।

ତଲସରା ସ୍ଟେଫେନ  ବିଲସନ ସୋରେଙ୍ଗଙ୍କ ସ୍ଥାନରେ ବିନୟ କୁମାର ଟପ ।

ବାରିପଦା ସରୋଜିନୀ ହେମ୍ବ୍ରମଙ୍କ ସ୍ଥାନରେ ସାନଦ ମାର୍ଣ୍ଡି ।

ବଡ଼ସାହି ବୃନ୍ଦାବନ ଦାସଙ୍କ ସ୍ଥାନରେ ଅନସୂୟା ପାତ୍ର ।

ମୋରଡା ରାଜକିଶୋର ଦାସଙ୍କ ସ୍ଥାନରେ ପ୍ରୀତିନନ୍ଦା କାନୁନଗୋ ।

ସୋର ପର୍ଶୁରାମ ଧଡ଼ାଙ୍କ ସ୍ଥାନରେ ମାଧବ ଧଡ଼ା ।

ଆଠମଲ୍ଲିକ ରମେଶ ଚନ୍ଦ୍ର ସାଏଙ୍କ ସ୍ଥାନରେ ନଳିନୀ କାନ୍ତ ପ୍ରଧାନ ।

ଖଡ଼ିଆଳ ଲମ୍ବୋଦର ନିଆଲଙ୍କ ସ୍ଥାନରେ ଅଧିରାଜ ପାଣିଗ୍ରାହୀ ।

ଫୁଲବାଣୀ ଅଙ୍ଗଦ କଅଁରଙ୍କ ସ୍ଥାନରେ ଜୟଶ୍ରୀ କଅଁରଙ୍କୁ ଟିକେଟ ଦେଇଛି ଦଳ । 

ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ