ମାଛ ବାଣ୍ଟୁଛି ବିଜେଡି
by Argus News
Wed, May 22 | 11:06 a.m.

ଅର୍ଗସ ବ୍ୟୁରୋ:  କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତରେ ଘରକୁ ଘର ମାଛ ବାଂଟୁଛି ବିଜେଡି । ମାଛ ବାଣ୍ଟି ଭୋଟ ଦେବାକୁ କହୁଛନ୍ତି ବିଜେଡି ନେତା । ଚାଲିଛି ନିର୍ବାଚନୀ ମାହୋଲ। ରାଜ୍ୟରେ ବିଜେଡି ଜିତିବା ପାଇଁ କଳବଳ କୌଶଳ ଲଗାଇଦେଇଛି। କେତେବେଳେ ଟଙ୍କା ବାଣ୍ଟୁଛି ତ କେତେବେଳେ ମାଛ ବାଣ୍ଟୁଛି ଭୋଟ ପାଇଁ। ଭୋଟରଙ୍କୁ ଲୋଭ ଦେଖାଇ ଭୋଟ ହାତେଇବା ପାଇଁ ପ୍ରୟାଶ କରୁଛି ବିଜେଡି। ହେଲେ ବିଜେଡି ଯେଉଁ ଚାଲ କରୁଛି ତାହା ଜାଣିସାରିଲେଣି ସାଧାରଣ ଲୋକେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
52m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି