ବାରମ୍ବାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି ବିଜେଡ଼ି
by Argus News
Mon, Apr 22 | 3:37 p.m.

ଅର୍ଗସ ବ୍ୟୁରୋ : ପୁଣି ବିଜେଡ଼ି କଲା ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଙ୍ଘନ । ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ଭିତରେ ବିଜେଡି ନିର୍ବାଚନୀ ପ୍ରଚାର ସଭାକରି ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଙ୍ଘନ କରିଥିବା ଆସିଲା ଅଭିଯୋଗ । ବିଶ୍ବ ବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ବିଜୁ ଶ୍ରମିକ ସାମୁଖ୍ୟ ସମାବେଶ ନାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ବିଜେଡି ନେତା ଭିକେପାଣ୍ତିଆନ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରିଥିଲେ । ଏବେ ସହ ସମ୍ବଲପୁର ବିଧାୟକ ପାର୍ଥୀ ରୋହିତ ପୁଝାରୀ, କଟକ ମେୟର ସୁବାଷ ସିଂହ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମାବେଶ ନାରେ ବିଜେଡି ନେତା ମାନେ ଖୁଲମଖୁଲା ନିୟମ ଉଲ୍ଲଙ୍ଘନ କରୁଛନ୍ତି ।  ସରକାରୀ ବିଶ୍ବ ବିଦ୍ୟାଳୟ ଭିତରେ ନିର୍ବାଚନ ପ୍ରଚାର କୁପରି ଭାବେ କରାଗାଲା ତାକୁ ନେଇ ଆସିଲା ଅଭିଯୋଗ । ବିଶ୍ବ ବିଦ୍ୟାଳୟ ଭିତରେ ନିର୍ବାଚନ ପ୍ରଚାର ପାଇଁ କିଏ ଅନୁମତି ଦେଲେ ? ଶାସକ ଦଳର ନେତା ବୋଲି ଜାଣି ଶୁଣି ଅନୁମତି ଦେଇଦେଲେ କି ? । ଯାହାକୁ ନେଇ ଉଠିମାଣି ଅନେକ ପ୍ରଶ୍ନ ।

ତାତି
5m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
14m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା