ବିଜେଡି ନେତାଙ୍କ ଆତିଥ୍ୟରେ ମାଳ ମାଳ ସରକାରୀ ବାବୁ
by Argus News
Tue, Apr 16 | 7:51 p.m.

ଅର୍ଗସ ବ୍ୟୁରୋ : ବିଜେଡି ନେତାଙ୍କ ବାବୁ ଠାଣି । ନେତାଙ୍କ ପଛେ ପଛେ ବଡ ଅଫିସର । ଯାଜପୁର ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବାକୁ ଆଜି ଏସ ସି ବି ମେଡିକାଲ ଯାଇଥିଲେ ବିଜେଡି ନେତା ତଥା ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ, କଟକ ଏସ ସି ବି ର ଜଣେ ଡାକ୍ତର ଓ କଟକ ଚୌଦ୍ବାର ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ବାଳ । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ବେଳେ ବିଜେଡି ନେତା ଙ୍କ ସହ ଅଫିସରଙ୍କ ଉପସ୍ଥିତିକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ପାଣ୍ଡିଆନ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ କରିଥିବା ଅଭିଯୋଗ ଆଣି CEOଙ୍କୁ ଫେରାଦ ହୋଇଛି ବିଜେପି । ପାଣ୍ଡିଆନଙ୍କ ପାଇଁ କଟକ ଏସସିବିରେ କମିଶନରେଟ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବf କରିଛି ଦଳ । ନେତା ପାଣ୍ଡିଆନ୍ ଙ୍କ ସଙ୍ଗେ କାହିଁକି ଗଲେ ବାବୁ ? କାହିଁକି ବିଜେଡି ନେତାଙ୍କୁ ଏମିତି ସୁରକ୍ଷା ଦିଆଯାଇଛି ? କଣ ପାଇଁ ଏତେ ଆତିଥ୍ୟ ? ଆଉ ଏହା ଉପରେ ନିର୍ବାଚନ କମିଶନଙ୍କ ନଜର ପଡିବ ତ ? 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର