ଫୁଟିଲା ପଦ୍ମ, ଭାଙ୍ଗିଲା ଟୁକୁନିଙ୍କ ଗଡ଼
by Argus News
Wed, Jun 05 | 1:15 p.m.

ଅର୍ଗସ ବ୍ୟୁରୋ: ପଦ୍ମ ଫୁଟିଲା ଟିଟିଲାଗଡ଼ରେ । ଟୁକୁନିଙ୍କ ଗଡ଼ ଭାଂଗିଲା । ବାଜିଲା ନାହିିଁ ଶଂଖ । ବିଜେପି ପ୍ରାର୍ଥୀ ନବୀନ ଜୈନ ୧୭୩୯୯ ଭୋଟ୍‌ରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରେ ବିଜୟ ଲାଭ କରିଛନ୍ତି । ବିଜେଡ଼ ପ୍ରାର୍ଥୀ ଟୁକୁନି ସାହୁ ୮୦୪୫୫ ଭୋଟ ପାଇଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରବଳ ବିଜେପି ଟ୍ରେଣ୍ଡ ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଟିଟିଲାଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି । ଟୁକୁନିଙ୍କୁ ପଛରେ ପକାଇ ଟିଟିଲାଗଡ଼ ଏମ୍‌ଏଲ୍‌ଏ ଆସନ ସାଉଁଟି ନେଇଛନ୍ତି ବିଜେପି ପ୍ରାର୍ଥୀ ନବୀନ ଜୈନ। ଯାହାକୁ ନେଇ ବିଜେପି କର୍ମୀ ଙ୍କ ମହଲ ରେ ଉତ୍ସl ହ ଦେଖିବାକୁ ମିଳିଛି। ବାଣ, ବଜା, ମିଠା ବଣ୍ଟନ କରି ଖୁସି ମାନୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆଜିଠାରୁ ଏକମାସ
48m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି