ଲୋକପୋଲ ସର୍ଭେରେ ଓଡିଶାରେ ବିଜେପିକୁ ବଡ ବିଜୟର ଆକଳନ
by Argus News
Sat, Apr 20 | 10:03 a.m.

ଅର୍ଗସ ବ୍ୟୁରୋ:  ଓଡିଶାରେ ମୋଦି ଲହର । ଲୋକପୋଲ ମେଗା ସର୍ଭେରେ ଓଡିଶାରେ ବିଜେପିକୁ ବଡ ବିଜୟର ଆକଳନ । ଲୋକପୋଲ ସର୍ଭେ ଅନୁଯାୟୀ ଓଡିଶାରେ ବିଜେପିକୁ ମିଳିପାରେ ୧୧ରୁ ୧୩ ସିଟ୍ । ବିଜେଡି ଜିତିପାରେ ୭ରୁ ୯ ସିଟ୍ । କଂଗ୍ରେସ ଗୋଟିଏରୁ ଦୁଇଟି ଆସନରେ ବିଜୟୀ ହୋଇପାରେ । ସର୍ଭେ କହୁଛି ଓଡ଼ିଶାରେ ମୋଦି ଗ୍ୟାରେଣ୍ଟିକୁ ମିଳିପାରେ ବଡ଼ ସମର୍ଥନ । ମୋଦିଙ୍କ ଯୋଗୁଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି । ଅନ୍ୟପକ୍ଷରେ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ଏକଛତ୍ରବାଦ ନୀତି ଦଳକୁ ମହଙ୍ଗା ପଡିପାରେ । ଆମଦାନୀ ନେତାଙ୍କୁ ଟିକେଟ ଦିଆଯାଉଥିବାରୁ କର୍ମୀଙ୍କୁ ଉତ୍ସାହ କମୁଛି । ପୂର୍ବରୁ ନ୍ୟୁଜ ଏକ୍ସ, ଏବିପି ଭୋଟର ସି ପକ୍ଷରୁ ଓପିନିୟନ ପୋଲରେ ବିଜେପି ଓଡିଶାରେ ଆଗରେ ଥିବା ଦର୍ଶାଯାଇଥିଲା ।

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ