ଆଜି ଜାରି କରାଯିବ ସଂକଳ୍ପ ପତ୍ର
by Argus News
Sun, Apr 14 | 7:45 a.m.

ଅର୍ଗସ ବ୍ୟୁରୋ:  ଆଜି ବିଜେପି ଜାରି କରିପାରେ ଏହାର ସଂକଳ୍ପ ପତ୍ର । ପାର୍ଟିର ସୂତ୍ର ମୁତାବକ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସଂକଳ୍ପ ପତ୍ର ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଅନ୍ତିମ ରୂପ ଦେଇପାରନ୍ତି । ରବିବାର ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ସଂକଳ୍ପ ପତ୍ର ଜାରି କରାଯିବ ।

ପାର୍ଟିର ନେତାଙ୍କ ଅନୁସାରେ ଧାରେ 370 ଓ ରାମମନ୍ଦିର ନିର୍ମାଣ ପରି ଜାତୀୟ ସଂକଳ୍ପକୁ ପୂରଣ କରି ବିଜେପି ପ୍ରମାଣିତ କରିଛି ଯେ, ସେ ଯାହା କୁହେଁ, ତାହା ପୂରଣ କରେ । ଏହି ଏହି ସଂକଳ୍ପର ମୋଦିର ଗ୍ୟାରେଂଟି ହୋଇଛି ଏବଂ ଲୋକଙ୍କୁ ମୋଦି ଗ୍ୟାରେଂଟି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ।ତେବେ ବିଜେପି ପକ୍ଷରୁ ସାରା ଦେଶରୁ 15 ଲକ୍ଷ ଲୋକଙ୍କର ମତାମତକୁ ନେଇ ଏହି ସଂକଳ୍ପ ପତ୍ର ପ୍ରସ୍ତୁତ ହୋଇଛି । ଏଥିରେ ନାମୋ ଆପ ଜରିଆରେ 4 ଲକ୍ଷ ମତାମତ ଓ ଭିଡିଓ ଜରିଆରେ 11 ଲକ୍ଷ ଲୋକଙ୍କର ମତାମତ ନିଆଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ