ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
by Argus News
Wed, Mar 13 | 7:33 p.m.

ଅର୍ଗସ ବ୍ୟୁରୋ: ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦ୍ୱିତୀୟ ପର୍ଯ୍ୟାୟରେ 72 ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଲୋକସଭା ନିର୍ବାଚନ ପାଇଁ ଆସିଲା ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ 195 ଜଣ ପ୍ରାର୍ଥୀଙ୍କ ପରେ ଆଜି  ଆଉ 72 ଜଣଙ୍କ ନାଁ ଘୋଷଣା କଲା ଦଳ । 

ମୁମ୍ବାଇ ଉତ୍ତରରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । କର୍ଣ୍ଣଲରୁ ଲଢ଼ିବେ ମନୋହରଲାଲ ଖଟ୍ଟର । ହମିରପୁରରୁ ପ୍ରାର୍ଥୀ ହେବେ ଅନୁରାଗ ଠାକୁର ।  ଧରଓ୍ବାଡ଼ରୁ ପ୍ରାର୍ଥୀ ହେବେ ପ୍ରହଲ୍ଲାଦ ଯୋଶୀ । ବାସବରାଜ ବୋମାଇ ହାଭେରୀ ଲଢି଼ବେ ନିର୍ବାଚନ । ବାଙ୍ଗୋଲୋର ଦକ୍ଷିଣରୁ ତେଜସ୍ବୀ ସୁରିଆ । ପଙ୍ଗଜା ମୁଣ୍ଡେ ବିଡ୍ । ତ୍ରିବେନ୍ଦ୍ର ସିଂ ରାଓ୍ବତ ଉତ୍ତରାଖଣ୍ଡର ହରଦ୍ବାର । ମହାରାଣୀ କିର୍ତ୍ତୀ ସିଂ ଦେବବର୍ମା ତ୍ରିପୁରା ଇଷ୍ଟ। ଓଡ଼ିଶାର କୌଣସି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ