ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି
by Argus News
Sun, Jul 07 | 11:18 a.m.

ଭୁବନେଶ୍ବର : ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି । ପାଖାପାଖି ୧ ଲକ୍ଷ ଗଛ ଲଗାଇବା । ୭୫ତମ ବନମହୋତ୍ସବ ଅବସରରେ ମା' ଙ୍କ ନାମରେ ଅଭିଯାନ ଆରମ୍ଭ କରିଛି ବିଏମ୍ସି । ଏହି ଅବସରରେ ଭୁବନେଶ୍ଵର ବିଏମସୀ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଛନ୍ତି ମେୟର। ଭୁବନେଶ୍ଵରରେ ବିଭିନ୍ନ ଖାଲି ସ୍ଥାନ, ରାସ୍ତା କଡ, ମଶାଣି ଭଳି ସ୍ଥାନରେ ଗଛ ଲଗାଇବାର ଯୋଜନା ରହିଛି । ବର୍ତମାନ ବନ ବିଭାଗ ପକ୍ଷରୁ ମଧ୍ୟ ଗଛ ବଣ୍ଟା ଯାଉଛି ।

ଅଧିକ ପଢନ୍ତୁ ଓଡିଶା ଖବର

ବିଏମ୍ସୀ ପକ୍ଷରୁ ଲୋକଙ୍କୁ ୧ ହଜାରରୁ ଅଧିକ ଗଛ ବଣ୍ଟା ଯିବ  । ଆଗାମୀ ଦିନରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ଯୋଜନା ଥିବା କହିଛନ୍ତି ବିଏମସି ମେୟର । ଜଳବାୟୁ ପରିବର୍ତ୍ତନକୁ ନଜରରେ ରଖି ଆମେ ସଚେତନ ହେବା ଜରୁରୀ । କେଉଁଠି ଗଛ ଲଗାଇଯାଇପାରିବ ଜଣାଇଲେ ଆମେ ଦେ ସ୍ଥାନରେ ମଧ୍ୟ ଗଛ ଲଗାଇବୁ ବୋଲି କହିଛନ୍ତି ମେୟର । 

ଗ୍ୟାସ୍‌ ଲିକ୍
30m ago
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
58m ago
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ