ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ବଲିଉଡ୍ ଅଭିନେତ୍ରୀ
by Argus News
Fri, Apr 26 | 9:45 a.m.

ଅର୍ଗସ ବ୍ୟୁରୋ:  ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ବଲିଉଡ୍ ଅଭିନେତ୍ରୀ ଡେଜି ଶାହ । ଦର୍ଶନ ପରେ ବଲିଉଡର ଜୟ ହୋ ଫେମ୍ ଡେଜି ଅତ୍ୟନ୍ତ ଭବବିହ୍ୱଳ ହୋଇଥିବାର ନଜର ଆସିଥିଲା । ଦର୍ଶନ ପ୍ରତିକ୍ରିୟା କହିବାକୁ ଡେଜିଙ୍କ ପାଟିରୁ ଶବ୍ଦ ବାହାରି ନଥିଲା । ଏ ଦର୍ଶନ ଶ୍ରୀମନ୍ଦିରରେ ତାଙ୍କର ପ୍ରଥମ ଦର୍ଶନ ଥିଲା ଡେଜି କହିଥିଲେ। ଜଣେ ଭାରତୀୟ ନାରୀ ହିସାବରେ ସେ  ପୂଜକ ମାନଙ୍କର ପାଦ ଛୁଇଁ ପ୍ରଣାମ କରିଥିବାର ଦେଖାଯାଇଥିଲା । ଆଗକୁ ଏକ ୱେବ୍ ସିରିଜ୍ ରେ ସେ ନିଜକୁ ବ୍ୟସ୍ତ ରହିଛନ୍ତି ବୋଲି କହିବା ସହ ଖୁବ୍ କମ ସମୟ ଅର୍ଥାତ୍ ମାତ୍ର ୪ ମାସ ମଧ୍ୟରେ ପୁଣିଥରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବେ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାତ୍ୟା ନେଇ କୌଣସି
1m ago
ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ
ଅର୍ଗସ ବ୍ୟୁରୋ: ବାତ୍ୟା ନେଇ କୌଣସି ଆକଳନ କରାଯାଇ ନଥିବା ନେଇ ପାଣିପାଗ ବିଭାଗର ସୂଚନା । ମାତ୍ର ଆଗାମୀ 22 ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟ
TWITTER
9m ago
ସୋସିଆଲ୍ ମିଡିଆ X 'ପ୍ଲାଟଫର୍ମ ବଦଳି ଯାଇଛି
ଅର୍ଗସ ବ୍ୟୁରୋ: ପୂର୍ବରୁ ଟ୍ୱିଟର ଡଟ୍ କମ୍ ମାରୁଥିଲେ ଖୋଲୁଥିଲା କିନ୍ତୁ ବର୍ତ୍ତମାନ ଏହା ସ୍ୱୟଂଚାଳିତ ଭାବରେ x.com ହୋଇଯାଇଛି। ଏହିପରି ୨୦୨୨ରେ ଏଲୋନ୍ ମସ୍କ ଦ୍ୱାରା କିଣାଯାଇଥିବ
ଦୀର୍ଘ ୧୪ ଦିନ ପରେ
17m ago
ଦୀର୍ଘ ୧୪ ଦିନ ପରେ ବାହାରିନରୁ ଆସିଲା ଦାଦନ ଶ୍ରମିକଙ୍କ ମୃତ ଶରୀର
ଅର୍ଗସ ବ୍ୟୁରୋ: ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡି କାମ କରିବାକୁ ଲୋ