ପୁଣି ପୁରୀରେ ବୋମା ମାଡ଼ 
by Argus News
Fri, Apr 05 | 1:38 p.m.

 ପୁରୀ:  ପୁଣି ପୁରୀରେ ବୋମା ମାଡ଼ । ପୁରୀ ବାସେଳି ସାହି ଥାନା ଅଧିନ ଲୋକନାଥ ରୋଡ଼ ବାରବାଟୀ କଲ୍ୟାଣି ମଣ୍ଡପ ସମ୍ମୁଖରେ ହୋଇଛି ବୋମା ମାଡ଼। ଦୁଇଟି ବୋମା ମାଡ ହୋଇଥିବା ବେଳେ ଗୋଟିଏ ଫୁଟିଯାଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଆଉ ଗୋଟେ ପଡିରହିଥିଲା ।

ତେବେ ଦୁଇଜଣ ଯୁବକ ଆସି ସେ ଅଞ୍ଚଳ ରେ ଲୋକଙ୍କୁ ଭୟଭୀତ କରିବା ସହ ବୋମା ମାଡ଼କରିଥିବା କୁହାଯାଉଛି। ଯୁବକ ମାନେ ନିଜ ସାଥିରେ ହାତ ହତିଆର ରଖିଥିବା କଥା ମଧ୍ୟ କୁହାଯାଉଛି । ଗତ ବୁଧବାର ମଧ୍ୟ ପୁରୀ ଗୋପାଳପୁର ରେ ବରିଷ୍ଠ ଆଇନଜୀବୀ ଙ୍କ ଘରେ ବୋମା ମାଡ଼ ହୋଇଥିଲା ।ଧାର ଟଙ୍କା ମାଗିବା ନେଇ କୋର୍ଟ ରେ ମାମଲା ରୁଜ୍ଜୁ କରିଥିବାରୁ ଆଇନଜୀବୀ ଙ୍କ ଘରେ ବୋମା ମାଡ଼ ହୋଇଥିବା ପ୍ରେସ ମିଟ କରି ସୂଚନା ଦେଇଥିଲେ ପୁରୀ ଏସପି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ADR REPORT
32m ago
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟ
ଆଇଲାସେସ୍
35m ago
ଆଖି ନଷ୍ଟ କରେ ଆଇଲାସେସ୍
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି
HEAT WAVE
53m ago
ତତଲା କଢେଇରେ ଭାଜି ହେଉଛି ଓଡିଶା
ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛ