ସାଵଧାନ :ପିଲାଙ୍କୁ ବୋର୍ନଭିଟା ଦେଉଛନ୍ତି କି ?
by Argus News
Sat, Apr 20 | 7:11 p.m.

ଅର୍ଗସ ବ୍ୟୁରୋ : ଯଦିଓ ଆପଣଙ୍କ ପିଲାମାନଙ୍କୁ ସୁସ୍ଥ ଏବଂ ପର୍ଯ୍ୟାପ୍ତ ପରିମାଣରେ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ବୋର୍ନଭିଟା  କିମ୍ବା ଅନ୍ୟ କୌଣସି ଜିନିଷ ପିଇଵାକୁ ଦିଅନ୍ତି । ତେବେ ସରକାର ବର୍ତ୍ତମାନ ବୋର୍ନଭିଟା ସମେତ ଅନେକ ପାନୀୟକୁ ଜିନିଷକୁ ସ୍ୱାସ୍ଥ୍ୟ ବର୍ଗରୁ ହଟାଇ ଦେଇଛନ୍ତି

ଆସନ୍ତୁ ଜାଣିଵା ସେଗୁଡିକ କଣ :-
ପିଲାମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଦେବା ପ୍ରକ୍ରିୟାରେ ଅଧିକାଂଶ ପିତାମାତା ସେମାନଙ୍କୁ ଅସୁସ୍ଥ କରୁଛନ୍ତି ।ପିଲାମାନଙ୍କର ଚକୋଲେଟ୍ ଏବଂ ମିଠା ପ୍ରତି ଅନେକ ଦୁର୍ଵଳତା ଥାଏ ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ଏହି ଦୁଇଟି ଜିନିଷ ଧ୍ୟନ ଦେଵା ଆଵଶ୍ୟକ ।ସେମାନଙ୍କୁ ଅସୁସ୍ଥ କରୁଛି କିଛି ଜିନିଷ 

ବୋର୍ନଭିଟା ହୋର୍ଲିକ୍ସ, କମ୍ପ୍ଲାନ୍ ପରି କିଛି ପାନୀୟ ଜିନିଷ ଯାହା ମା ମାନେ ନିଜ ପିଲାମାନଙ୍କୁ ଦେଇଥାନ୍ତି ଯେ ଏହା ଶିଶୁର ଉଚ୍ଚତା ବଢାଇବ ଏବଂ ଉପଯୁକ୍ତ ଶାରୀରିକ ବିକାଶ କରାଇଵ । ଏହା ଶିଶୁର ସ୍ୱାସ୍ଥ୍ୟ ସହିତ କୌଣସି ସମ୍ପର୍କ ନାହିଁ । ଏଗୁଡ଼ିକ କେବଳ ସ୍ୱାଦ ଏବଂ ମିଠା ପାଣି ।

ଏକ ରିପୋର୍ଟରେ କହାଯାଇଛିଯେ ଏହି ସମସ୍ତ ପାନୀୟଗୁଡିକ ମୋଣ୍ଡେଲେଜ୍ ଇଣ୍ଡିଆ ଫୁଡ୍ ପ୍ରାଇଭେଟ ଲିମିଟେଡ୍ ଅଧୀନରେ ନିର୍ମିତ କରୁନାହିଁ  
ଡାକ୍ତରମାନେ କାହିଁକି ଏହି ପାନୀୟକୁ ରୋଗର ମୂଳ କାରଣ କହିଛନ୍ତି ।

ବୋର୍ନଭିଟା ସମେତ ବଜାରରେ ବିକ୍ରି ହେଉଥିବା ଏହି ପାନୀୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହାର କାରଣ ଏଥିରେ ଅଧିକ  ପରିମାଣରେ ଚିନି ରହୁଛି । ଏହି ପାନୀୟରେ ମିଳୁଥିବା ଅନ୍ୟାନ୍ୟ ପଦାର୍ଥ ବୋର୍ନଭିଟା ସମେତ ଅନେକ ରଚିନି ପରିମାଣ ବହୁତ ଅଧିକ । ଏଥିରେ କୃତ୍ରିମ ସ୍ୱାଦ ମିଶିନଥାଏ ଏବଂ ଅନେକ ପ୍ରକାରର ଅସ୍ୱାସ୍ଥ୍ୟକର ଉପାଦାନ ଅନ୍ତର୍ଭୁକ୍ତ । ଏହି ପାନୀୟରେ କମ୍ ପୁଷ୍ଟିକର ଏବଂ ଅଧିକ ଚିନି ଥାଏ । ଯଦିଓ ଉପାଦାନଗୁଡ଼ିକ ବ୍ରାଣ୍ଡରୁ  ମଧ୍ୟରେ ଭିନ୍ନ ହୋଇପାରେ, ଅଧିକାଂଶ ପାନୀୟରେ ଚିନି, କୋକୋ ପାଉଡର, ପାମୋଲିନ ତେଲ ଏବଂ ମେଲଡେଡ୍ ଏକ୍ସଟ୍ରାକ୍ଟ ଥାଏ ।
 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ