2024 ମସିହା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ: ଦ୍ରୌପଦୀ ମୁର୍ମୁ 
by Argus News
Mon, Jan 01 | 9:03 a.m.

ନୂଆଦିଲ୍ଲୀ:  ସବୁଠି ନୂଆବର୍ଷର ଶୁଭେଚ୍ଛାର। ଟ୍ବିଟ୍ କରି ନବବର୍ଷର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି। 2024 ମସିହା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣୁ ବୋଲି କଲେ ଶୁଭକାମନା।  ଆଜି 2024ର ପହିଲି ସକାଳ।  ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ସ୍ବପ୍ନ  ନେଇ ଆସିଛି। 2023କୁ ବିଦାୟ ଦେଇ ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖୁଛି ପୁରା ଦେଶ ।

ଚାରିଆଡେ ଶୁଭେଚ୍ଛାର ସୁଅ । ସମସ୍ତଙ୍ଗ ମୁହୁଁରେ ହାପି ନ୍ୟୁଉ ଇୟର୍ । ଘରେ ବାହାରେ, ପରିବାର ସାଥିରେ, ସାଙ୍ଗସାଥୀ ମେଳରେ ଏକାଠି ହୋଇ 2024କୁ ସ୍ବାଗତ କରୁଛନ୍ତି ସମସ୍ତେ ।   
ଅଧିକ ପଢନ୍ତୁ ଭାରତ ଖବର 

BOBBY DAS
1m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ
BJD
2m ago
ବବିଙ୍କୁ ପାଇଁ ଚିନ୍ତା ବଢାଇଲାଣି ସମ୍ବଲପୁର
ଅର୍ଗସ ବ୍ୟୁରୋ : ବିଜେଡିରେ ବବିଙ୍କ ଅବସ୍ଥା ଏବେ ସାଙ୍ଘାତିକ । ଦଳ ତାଙ୍କୁ ଧୀରେ ଧୀରେ କୁଆଡ଼େ ଦୂରେଇ ଦେଉଛି । ଯିଏ ଦିନେ ପାୱାର କରିଡରରେ ଚକ୍କର କାଟୁଥିଲେ ଆଜି ସିଏ ଦଳ ଲାଗି ପ୍ରାୟତ
BJP
6m ago
ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟ ହେବ ୧ ନମ୍ବର
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ଓଡ଼ିଶା ସମେତ ସବୁ ରାଜ୍ୟକୁ ୧ ନମ୍ବର କରାଯିବ । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ଏକ ନମ୍ବର କରାଇବ