ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ କଲା ତାପମାତ୍ରା
by Argus News
Wed, Apr 24 | 11:34 a.m.

ଅର୍ଗସ ବ୍ୟୁରୋ: ବଢୁଛି ତାତି, ଅସହ୍ୟ ଗରମରେ ସନ୍ତୁଳି ହୋଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ୩୦ ସୁଦ୍ଧା ତାଳଚେର ତାପମାତ୍ରା ୩୬ ଡିଗ୍ରୀ ପାର ହେଲା। 
ତାଳଚେର: 36°C
ଅନୁଗୁଳ: 35°C
ବାଲେଶ୍ୱର: 35°C
ଭୁବନେଶ୍ୱର: 34.2°C
ଜଗତସିଂହପୁର: 34°C
ଚାନ୍ଦବାଲି: 33.8°C
ଭଦ୍ରକ: 33.7°C
ଭବାନୀପାଟଣା: 33.5°C
ଝାରସୁଗୁଡା: 33.2°C
ବୌଦ୍ଧ: 33°C
ବାରିପଦା: 33°C
କଟକ: 32.6°C
ରାଉରକେଲା: 32.2°C
ନୟାଗଡ: 32°C
କେନ୍ଦ୍ରାପଡ଼ା: 32°C

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ