ଫେବୃଆରୀ ୧୫ରୁ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା
by Argus News
Tue, Dec 12 | 8:46 p.m.

ଅର୍ଗସ ବ୍ୟୁରୋ : ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଆଜି ସିବିଏସ୍‌ଇ ପକ୍ଷରୁ ଡାଟା ସିଟ୍‌ ବା ପରୀକ୍ଷା ସୂଚୀ ଜାରି କରାଯାଇଛି । ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ । ପ୍ରଥମ ଦିନ ପରୀକ୍ଷା ଦୁଇଟି ସେସନ୍ସରେ ଅନୁଷ୍ଠିତ ହେବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଥମ ପରୀକ୍ଷା ୧୦.୩୦ରୁ ୧୨.୩୦ ଓ ଦ୍ୱିତୀୟ ସେସନ୍ସ ୧୦.୩୦ରୁ ୧.୩୦ ଯାଏ ଚାଲିବ । ପରୀକ୍ଷା ନିୟନ୍ତ୍ରକ ସନୟାମ ଭରଦ୍ୱାଜ କହିଛନ୍ତି, “ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ । କିନ୍ତୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହେବ ଓ ମାର୍ଚ୍ଚ ୧୩ରେ ଶେଷ ହେବ ।

ଆଣ୍ଡାମାନ ଛୁଇଁଲା
48m ago
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଅର୍ଗସ ବ୍ୟୁରୋ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନ
ବାତ୍ୟା ନେଇ କୌଣସି
51m ago
ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ
ଅର୍ଗସ ବ୍ୟୁରୋ: ବାତ୍ୟା ନେଇ କୌଣସି ଆକଳନ କରାଯାଇ ନଥିବା ନେଇ ପାଣିପାଗ ବିଭାଗର ସୂଚନା । ମାତ୍ର ଆଗାମୀ 22 ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟ
TWITTER
ସୋସିଆଲ୍ ମିଡିଆ X 'ପ୍ଲାଟଫର୍ମ ବଦଳି ଯାଇଛି
ଅର୍ଗସ ବ୍ୟୁରୋ: ପୂର୍ବରୁ ଟ୍ୱିଟର ଡଟ୍ କମ୍ ମାରୁଥିଲେ ଖୋଲୁଥିଲା କିନ୍ତୁ ବର୍ତ୍ତମାନ ଏହା ସ୍ୱୟଂଚାଳିତ ଭାବରେ x.com ହୋଇଯାଇଛି। ଏହିପରି ୨୦୨୨ରେ ଏଲୋନ୍ ମସ୍କ ଦ୍ୱାରା କିଣାଯାଇଥିବ