ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦୋକାନରେ ବୁଲି ବୁଲି ଦୀପ ବାଣ୍ଟୁଛନ୍ତି ୩ ସାଙ୍ଗ
by Argus News
Sun, Jan 21 | 3:58 p.m.

ଅର୍ଗସ ବ୍ୟୁରୋ: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦୋକାନ ବଜାରରେ ଦୀପ ବଣ୍ଟନ କଲେ ତିନି ଯୁବକ। ଆସନ୍ତା ୨୨ ତାରିଖ ସୋମବାର ଦିନ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବରଗଡ ଜିଲ୍ଲା ଗାଇସିଲେଟ ଠାରେ ଆଜି ତିନି ବନ୍ଧୁ ଯଜ୍ଞେଶ୍ଵର ପ୍ରଧାନ, ବିକାଶ ରଞ୍ଜନ ପାଠୀ ଏବଂ ଦିବ୍ୟଦ୍ୟୁତି ପୁରୋହିତ ଗାଇସିଲେଟ ଏବଂ କଲଙ୍ଗାପାଳିରେ ଥିବା ସମସ୍ତ ଦୋକାନ କୁ ଯାଇ ପାଞ୍ଚଟି ଲେଖାଏଁ ଦୀପ ବଣ୍ଟନ କରିଛନ୍ତି। ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ସୋମବାର ଦିନ ସଂଧ୍ୟା ସମୟରେ ନିଜ ନିଜ ଘରେ ପୂଜା କରି ଦୀପ ଜାଳି ପ୍ରଭୁ ଶ୍ରୀ ରାମଙ୍କ ନାମ ଜପ କରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚିନି କଳ
ଆସିକା ଚିନି କଳ ପୁନରୁଦ୍ଧାର ପାଇଁ ଟାସ୍କ ଫୋର୍ସ
ଅର୍ଗସ ବ୍ୟୁରୋ: ଆସିକା ଚିନି କଳର ହେବ ପୁନରୁଦ୍ଧାର । ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ଗଠନ କରାଯିବ ଟାସ୍କ ଫୋର୍ସ
ଅଭିନେତ୍ରୀ ସାଇରା
ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ: ୧୯୬୦-୭୦ ଦଶକରେ ବଲିଉଡର ରାଜ୍‌ କରୁଥିବା ପ୍ରସିଦ୍ଧ ତଥା ଭେଟେରାନ ଅଭିନେତ୍ରୀ ସାଇରା ବାନୋ ଅସୁସ୍ଥ ହୋଇ ପଡିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବର୍ଗତ ଅଭିନେତ
୨ ଶହ
୨ ଶହ ଫୁଟ ଖାଇକୁ ଖସିଲା ବସ୍
ଅର୍ଗସ ବ୍ୟୁରୋ: ୨ ଶହ ଫୁଟ ଖାଇକୁ ଖସିଲା ବସ୍ । ମହାରାଷ୍ଟ୍ରର କୁଲ୍ଲୁରେ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗୁରୁତର ୩୯ରୁ ଅଧିକ ଯାତ୍ରୀଙ୍କୁ ଜରୁରୀ ସେବା ପାଇ
ଭାରତୀୟ କ୍ରିକେଟର
ଭାରତୀୟ କ୍ରିକେଟର ବିନୋଦ କାମଲିଙ୍କ ସଂଘର୍ଷ ଯାତ୍ରାକୁ ବହୁ କମ ଲୋକ ଜାଣିଥିବେ
ଅର୍ଗସ ବ୍ୟୁରୋ: ଜୀବନର ପ୍ରଥମ ରଣଜୀ ମ୍ୟାଚ ଆଉ ପ୍ରଥମ ବଲ୍ । ବ୍ୟାଟର କଣ କରିଥିବେ? 1989ର ଏ କଥା। ସିଧା ଛକ୍କାରୁ ଆରମ୍ଭ । ବିନୋଦ ଗଣପତି କାମ୍ବଲୀ। କ୍ୟାରିୟରର ପ୍ରଥମ 7 ମ୍ୟାଚ୍
`ଓଡ଼ିଶାରେ ନଦୀ
`ଓଡ଼ିଶାରେ ନଦୀ ଜଳମାର୍ଗର ବିକାଶ ପାଇଁ ହୋଇଛି ଦୀର୍ଘମିଆଦୀ ଯୋଜନା'
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦର, ନଦୀ ଜଳମାର୍ଗ ସମୂହର ବିକାଶ ପାଇଁ କ୍ରିୟାନ୍ୱୟନ ହେଉଥିବା ପ୍ରକଳ୍ପ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କର