ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଦୋକାନରେ ବୁଲି ବୁଲି ଦୀପ ବାଣ୍ଟୁଛନ୍ତି ୩ ସାଙ୍ଗ
by Argus News
Sun, Jan 21 | 3:58 p.m.

ଅର୍ଗସ ବ୍ୟୁରୋ: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦୋକାନ ବଜାରରେ ଦୀପ ବଣ୍ଟନ କଲେ ତିନି ଯୁବକ। ଆସନ୍ତା ୨୨ ତାରିଖ ସୋମବାର ଦିନ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବରଗଡ ଜିଲ୍ଲା ଗାଇସିଲେଟ ଠାରେ ଆଜି ତିନି ବନ୍ଧୁ ଯଜ୍ଞେଶ୍ଵର ପ୍ରଧାନ, ବିକାଶ ରଞ୍ଜନ ପାଠୀ ଏବଂ ଦିବ୍ୟଦ୍ୟୁତି ପୁରୋହିତ ଗାଇସିଲେଟ ଏବଂ କଲଙ୍ଗାପାଳିରେ ଥିବା ସମସ୍ତ ଦୋକାନ କୁ ଯାଇ ପାଞ୍ଚଟି ଲେଖାଏଁ ଦୀପ ବଣ୍ଟନ କରିଛନ୍ତି। ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ସୋମବାର ଦିନ ସଂଧ୍ୟା ସମୟରେ ନିଜ ନିଜ ଘରେ ପୂଜା କରି ଦୀପ ଜାଳି ପ୍ରଭୁ ଶ୍ରୀ ରାମଙ୍କ ନାମ ଜପ କରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାସ୍ତାରୋକ
6m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର