ରାଉରକେଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍
by Argus News
Mon, Jan 01 | 9:53 p.m.

ଅର୍ଗସ ବ୍ୟୁରୋ : ରାଉରକେଲାରେ ପହଞ୍ଚିଲା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍ । କାହିଁକି ଓ କିଭଳି ବ୍ୟାପିଲା ହଇଜା ତାର କାରଣ ଖୋଜିବ ଏହି ଟିମ୍‌ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦୁଇ ଜଣିଆ ଏକ୍ସପର୍ଟ ଟିମ୍ ରାଉରକେଲାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ, RGH ନିର୍ଦେଶକ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାପରେ ହଇଜା ବ୍ୟାପିଥିବା ବିଭିନ୍ନ ଅଞ୍ଚଳ ଯାଇ ଅନୁଧ୍ୟାନ କରିବ ଏହି ଟିମ୍‌ । କିଛି ଦିନ ତଳେ ଇସ୍ପାତ ନଗରୀ ରାଉରକେଲାରେ ବେକାବୁ ହୋଇଥିଲା ହଇଜା । ସରକାରୀ ଭାବେ ୯ ଜଣଙ୍କ ଜୀବନ ଯାଇଥିବା  କୁହାଯାଇଥିବା ବେଳେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିଲା । ତେବେ ଦୂଷିତ ପାଣି ଯୋଗୁଁ ହଇଜା ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ANDROID 15ରେ
now
android 15ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ
ଅର୍ଗସ ବ୍ୟୁରୋ: ଓ୍ବାନ ଟାଇମ ପାସଓ୍ବାର୍ଡ ବା ଓଟିପି ସମ୍ପର୍କିତ ଠକେି ବଢ଼ିବାରେ ଲାଗିଛି। ଦେଶରେ ଓଟିପି ସମ୍ପର୍କିତ ଫ୍ରଡ ଉପରେ ରୋକ ଲଗାଇବାକୁ ଗୁଗଲ Android ୧୫ର ନୂଆ ବିଟା ଭର୍ଜନ ଲଞ୍
୨୪ଘଣ୍ଟା ମଧ୍ୟରେ
8m ago
୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ
ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପଟ
ଯୋଗୀ ଆଦିତ୍ୟନାଥ
14m ago
୨୩ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଏବଂ ଯୋଗୀ ଆଦିତ୍ୟନାଥ
ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ ଓଡ଼ିଶାକୁ ଜାରି ରହିଛି। ୨୩ରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡଚଣା