ପୁଣି ଲାଲ ଆତଙ୍କ : ଛତିଶଗଡ଼ ବିଜାପୁରରେ ପୋଲିସ ନକ୍ସଲ ଗୁଳିବିନିମୟ
by Argus News
Mon, Jan 01 | 9:41 p.m.

ଅର୍ଗସ ବ୍ୟୁରୋ : ଛତିଶଗଡ଼ ବିଜାପୁରରେ ପୁଣି ଲାଲ ଆତଙ୍କ । ପୋଲିସ ନକ୍ସଲ ଗୁଳିବିନିମୟ ବେଳେ ବଡ଼ ଅଘଟଣ । ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଲା ୬ ବର୍ଷର ଶିଶୁ । ଦୁଇ ଜଣ DRG ଯବାନ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା । 

ଅଧିକ ପଢନ୍ତୁ ଭାରତ ଖବର

ମୃତ ଶିଶୁର ମାଆଙ୍କ ହାତରେ ମଧ୍ୟ ଗୁଳି ବାଜିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଜାପୁର ASP । ତେବେ ଏହି ଏନକାଉଣ୍ଟରରେ ଭେରମଗଡ଼ ଏରିଆ କମିଟି ମୁଖ୍ୟ ଚନ୍ଦ୍ରନା ସମେତ ଅନ୍ୟ କିଛି ମାଓବାଦୀ ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଜଙ୍ଗଲରେ କୁମ୍ବିଂ ଅପରେସନକୁ ମଧ୍ୟ ଜୋରଦାର କରିଛନ୍ତି ଯବାନ ।

ମାଓ ପ୍ରବଣ ଅଞ୍ଚଳରେ
13m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ