କଣ୍ଟାବାଞ୍ଜିରୁ  ନିର୍ବାଚନ ଲଢିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
by Argus News
Wed, Apr 17 | 12:17 p.m.

 ଭୁବନେଶ୍ୱର:  ରାଜ୍ୟ ରାଜନୀତିରେ ଗୋଟିଏ ବଡ଼ ପ୍ରଶ୍ନ ଥିଲା କେଉଁଠୁ ଲଢିବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।  

କଣ୍ଟାବାଞ୍ଜିରୁ   ନିର୍ବାଚନ ଲଢିବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।   ହିଞ୍ଜିଳି ସହ କଣ୍ଟାବାଞ୍ଜି ୨ଟି ଆସନରୁ  ନିର୍ବାଚନ ଲଢିବେ ନବୀନ। । ତେବେ ଏ ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୂର୍ବରୁ ନବୀନ ବିଜେପୁରରୁ ଲଢିଥିଲେ ନବୀନ ପଟ୍ଟନାୟକ।  

୨୦୧୯ ଭଳି ୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଆଜି କଣ୍ଟାବାଞ୍ଜିରୁ ନବୀନ ଲଢିବା ନେଇ ଘୋଷଣା ହୋଇଛି । ଏହାପୂର୍ବରୁ ୨୦୧୯ରେ ହିଞ୍ଜିଳି ସହ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ଆସନରେ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିବା ବେଳେ ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନ ରଖିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

 

ରତ୍ନଭଣ୍ଡାର
9m ago
ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି
ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍
ଭାରସାମ୍ୟ ହରାଇ
23m ago
ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ
ଅର୍ଗସ ବ୍ୟୁରୋ: ଅଟୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜାତୀୟ ରାଜପଥ 20ର ରାମଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାସ୍ତା ତଳକୁ ଖସି ପଡିବାର
ସାଉଦିଆରବରେ
41m ago
ସାଉଦିଆରବରେ `ଉତ୍କଳିକା'ର ୧୫ତମ ବାର୍ଷିକୋତ୍ସବ
ଅର୍ଗସ ବ୍ୟୁରୋ: ସାଉଦି ଆରବରେ ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ "ଉତ୍କଳିକା ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳ