ବିଜେପିରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ
by Argus News
Thu, Feb 29 | 1:03 p.m.

ଅର୍ଗସ ବ୍ୟୁରୋ: ପଦ୍ମ ଧରିବେ ପ୍ରଶାନ୍ତ । ବିଜେପିରେ ଯୋଗଦେବେ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ଅପରାହ୍ନରେ ପ୍ରଶାନ୍ତ ପଦ୍ମ ଧରିବା ନେଇ ଆଲୋଚନା ଦେଉଛି ।  

ଏବେ ଚାଲିଛି ଦଳ ଡିଆଁ ପର୍ବ । ନିର୍ବାଚନ ସମୟ ଯେତିକି ପାଖେଇ ରାଜ୍ୟ ରାଜନୀତି ମଧ୍ୟ ସେତିକି ରୋଚକ ମୋଡ ନେଉଛି । ଗାଁ ଠୁ ସହର ସବୁଠି ରାଜନୀତୀ ପାଣିପାଗ ଗରମ ରହିଛି । ଏ ଦଳରୁ ସେ ଦଳକୁ ଡେଉଁଛନ୍ତି ନେତାଏଁ । ଦଳ କାହାକୁ ଟିକେଟ୍ ଦେବ ସେ ନେଇ ଚାଲିଛି ମାନସ ମନ୍ଥନ ଓ ରଣନୀତି ପ୍ରସ୍ତୁତ ।  

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ