ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲ ଚେହେରା ପାଇଁ ବେଶ ଲାଭଦାୟକ
by Argus News
Thu, Jun 27 | 10:16 p.m.

ଅର୍ଗସ ବ୍ୟୁରୋ: ନଡ଼ିଆ ତେଲ ଏବଂ ଭିଟାମିନ ଉଭୟ ସ୍କିନ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ଏହି ଦୁଇଟିକୁ ଏକାଠି ବ୍ୟବହାର କରନ୍ତି ତେବେ ସ୍କିନ ପୁରା ଉଜ୍ଜ୍ବଳ ଦିଶେ। ନଡ଼ିଆ ତେଲ ସ୍କିନକୁ ମଶ୍ଚରାଇଜ କରୁଥିବାବେଳେ ଭିଟାମିନ ଇ ବ୍ରଣ ଏବଂ ରିଙ୍କଲ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିଥାଏ। ତେବେ ଚାଲନ୍ତୁ ଜାଣିବା। ନଡ଼ିଆ ତେଲ ସହ ଭିଟାମିନ ଇ କ୍ୟାପସୁଲ କିପରି ବ୍ୟବହାର କରିବେ। 

ନଡ଼ିଆ ତେଲ ଏବଂ ଭିଟାମିନ ଇ ବ୍ୟବହାର କରିବାର ଫାଇଦା:
ମୁହଁରେ ରିଙ୍କଲସକୁ କମାଇବା ପାଇଁ ଭିଟାମିନ ଇ ସହିତ ନଡ଼ିଆ ତେଲ ମିଶାଇ ଲଗାନ୍ତୁ। ଭିଟାମିନ ଇ ତେଲ ସ୍କିନକୁ ହାଇଡ୍ରେଟ ରଖେ। ଏବଂ ରିଙ୍କଲ୍ସ ହେବା ଲକ୍ଷଣକୁ କମ କରେ। ଏଥିପାଇଁ ଗୋଟିଏ ଚାମଚ ନଡ଼ିଆ ତେଲରେ ଗୋଟିଏ ଭିଟାମିନ E କ୍ୟାପସୁଲ ମିଶାନ୍ତୁ। ବର୍ତ୍ତମାନ ଆପଣଙ୍କ ପ୍ୟାକ ରେଡି। ଏହାକୁ ମୁହଁରେ ଧୀରେ ଧୀରେ ଆପ୍ଲାଏ କରନ୍ତୁ। 

ଚେହେରାର ଚମକ ବଢ଼ାଇଥାଏ: ଚେହେରାର ଚମକ ବଢ଼ାଇବା ପାଇଁ ଆପଣ ନଡ଼ିଆ ତେଲ ,ବଂ ଭିଟାମିନ ଇ ବ୍ୟବହାର ପ୍ରତିଦିନ କରନ୍ତୁ। ଏହା ପ୍ରଥମତଃ ବିଷାକ୍ତ ପଦାର୍ଥ ବାହାର କରିବା ସହ ଚେହେରାର ଚମକ ବଢ଼ାଇଥାଏ। 

ବ୍ରଣ ସମସ୍ୟା କମ କରିଥାଏ: ବ୍ରଣ ହେବାଯୋଗୁ ଆମ ସ୍କିନ ବହୁତ ଖରାପ ଦେଖାଯାଏ। ଏଭଳି ପରିସ୍ଥିତିରେ ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲର ମିଶ୍ରଣକୁ ଲଗାନ୍ତୁ ଦେଖିବେ ଧୀରେ ଧୀରେ ବ୍ରଣ ସମସ୍ୟା ଦୂର ହୋଇଯିବ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର 

ପ୍ରଦୀପ ଜେନା
27m ago
ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା
ଭୁବନେଶ୍ୱର: ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତ
ମନୋଜ ଆହୁଜା
57m ago
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ମନୋଜ ଆହୁଜା
ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ପହଂଚିଲେ ମନୋଜ ଆହୁଜା । ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍
ଅଗ୍ନିକାଣ୍ଡ
ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ
ବଲାଙ୍ଗିର: ପେପର ମିଲରେ ଭୟାଭୟ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା । ଟିଟିଲାଗଡ଼ ନିକଟସ୍ଥ ଚୋରମରା ଗାଁରେ ଥିବା ମହାବୀର ପେପର କାଗ