ଆଜି ରାଜ୍ୟସଭାରେ ଶେଷ ହେଉଛି 56 ସାଂସଦଙ୍କ କାର୍ଯ୍ୟକାଳ
by Argus News
Thu, Feb 08 | 2:25 p.m.

ନୂଆଦିଲ୍ଲୀ: ରାଜ୍ୟସଭାର ବିଦାୟୀ ସାଂସଦଙ୍କୁ ମୋଦିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା। ଆଜି ରାଜ୍ୟସଭାରେ ଶେଷ ହେଉଛି 56 ସାଂସଦଙ୍କ କାର୍ଯ୍ୟକାଳ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଅଭିଭାଷଣ ରଖିବା ସହ ସାଂସଦଙ୍କ କାନ୍ଧରେ ରହିଥିବା ଗୁରୁ ଦାୟିତ୍ବ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି।

 ଏହି ଅବସରରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉଦାହରଣ ଦେଇ କହିଥିଲେ ଯେଉଁଭଳି ଭାବେ ସଂସଦର ଏକ ନିର୍ବାଚନରେ ମନମୋହନ ସିଂ ହୁଇଲ ଚେୟାରରେ ଆସି ମତାଧିକାର ସାବ୍ୟସ୍ତ କଲେ। ଏହା ଜଣେ କର୍ତ୍ତବ୍ୟନିଷ୍ଠ ସାଂସଦଙ୍କ ପରିଚୟ ବୋଲି କହିଥିଲେ ମୋଦି। 

ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ