କଂଗ୍ରେସ ବିଧାୟକ ପ୍ରାଥୀ ନିରଞ୍ଜନ ପଟନାୟକଙ୍କ ସୋ ରୁମ ରେଡ୍
by Argus News
Mon, May 27 | 9:24 p.m.

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାଥୀ ନିରଞ୍ଜନ ପଟନାୟକଙ୍କ ସୋ ରୁମରେ ଫ୍ଲାଇଙ୍ଗ ସ୍କୱାର୍ଡ ଓ ଇନକମ ଟେକ୍ସ ତରଫରୁ ଚଢ଼ାଉ ଚାଲିଥିବା ବେଳେ ବିଜେଡ଼ି ଦଳର କିଛି ଗୁଣ୍ଡା ମାନେ ଯାଇ ହେକଲିଙ୍ଗ କରୁଥିବା ନେଇ ଅଭିଯୋଗ କରିଛି କଂଗ୍ରେସ ଦଳ।ଏନେଇ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେହିପରି ସନ୍ଧ୍ୟାରେ ନିର୍ବାଚନ କମିଶନରୁ କିଛି ଅଧିକାରୀ ମାନେ ଚେକିଂ କରିବାକୁ ଆସିଥିବା ବେଳେ  ତାଙ୍କ ସହିତ ବିଜେଡି ର କିଛି କର୍ମୀ କିଭଳି ଆସିଲେ ଓ କାହିଁକି ଆସିଲେ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ  ଦଳର ଯୁବ ନେତା ନବଜ୍ୟୋତି ପଟନାୟକ. ନିର୍ବାଚନ କମିଶନ ନିରପେକ୍ଷ ଭାବେ ନିର୍ବାଚନ କରିବାକୁ ଘୋଷଣା କରିଥିବା ବେଳେ ବିଜେଡି କିଛି ଗୁଣ୍ଡା ଭଦ୍ରକର ବିଧାୟକ ତଥା ବର୍ତମାନର ଭଣ୍ଡାରିପୋଖରୀ ବିଜେଡି ପ୍ରାର୍ଥୀ ଙ୍କ ଇଙ୍ଗିତ ରେ କର୍ମୀ ମାନେ ଗୁଣ୍ଡାଗର୍ଦୀ କରୁଛନ୍ତି ବୋଲି ସିଧା ସଳଖ କହିଛନ୍ତି ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଙ୍କ ପୁଅ ନବଜୋତି ପଟ୍ଟନାୟକ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ