ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ
by Argus News
Fri, Mar 01 | 3:34 p.m.

ଅର୍ଗସ ବ୍ୟୁରୋ : ଶଙ୍ଖ ମାର୍କା ବ୍ୟାଗକୁ ବିରୋଧ । ଥମୁନି ଆମ ଓଡିଶା ନବୀନ ଓଡିଶା ବ୍ୟାଗ ପୋଡି । ବିଭିନ୍ନ ସ୍ଥାନରୁ ଆସୁଚି ମାଳ ମାଳ ଚିତ୍ର । ଯାହାକୁ ନେଇ ରାଜ୍ୟରେ ଚାଲିଛି ଯୋରଦାର ବିରୋଧ । କେତେ ବେଳେ ବିଜେଡ଼ିର ବ୍ୟାଗକୁ ପୋଡ଼ି ତ, କେତେବେଳେ ଟମୋଟୋ ମାଡ଼ ପୁଣି କେତେବେଳେ କାଳି ମାଡ଼ । ଏବେ ପୁଣି ସାରା ରାଜ୍ୟରେ ଚାଲିଛି ୫ଟି ବ୍ୟାଗ ପୋଡ଼ିବା ପର୍ବ  ।

ଯାହାକୁ ଜୋରଦାର ବିରୋଧ କରିଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଲ୍ଲିସାହି ପଞ୍ଚାୟତର ଲୋକେ । ରାଜ୍ୟ ସରକାରଙ୍କ ଭୂଆଁ ବୁଲା ପ୍ରଚାରକୁ ଜବାବ୍ ଦେବା ଆରମ୍ଭ କଲେଣି ଓଡ଼ିଶାର ସାଧାରଣ ଲୋକେ । ଯୋଉଠି ଦେଖିବେ ସବୁଠୁ ଜଳୁଛି ନବୀନଙ୍କ ବ୍ୟାଗ । ତେବେ ଗତ କାଲି ଦେଖିବାକୁ ମିଳିଥିଲା କଟକ ଜିଲ୍ଲାରେ । ଲୋକ ମାନେ ଏକଜୁଟ ହୋଇ ଆମ ଓଡିଶା ନବୀନ ଓଡିଶା ବ୍ୟାଗରେ ନିଆଁ ଲଗାଇଇଛନ୍ତି ।

 

କହିଛନ୍ତି, ଏ ତାମିଲ ସାଶନ ଓ ତାମିଲ ବ୍ୟାଗ ଆମ ରାଜ୍ୟରେ ଆଉ ଚାଲିବ ନାହିଁ । ଡ଼ିଲର ମାଧ୍ୟମରେ ସରକାର ଦେଉଥିବା ବ୍ୟାଗକୁ ଆମେ ଗ୍ରହଣ କରିବୁ ନାହିଁ  ବୋଲି କହିଛନ୍ତି । ଫାଇଭ-ଟି ମାଧ୍ୟମରେ ସାଧାରଣ ଲୋକଙ୍କୁ ଭୁଆଁ ବୁଲେଇବା ସହ ଦୁର୍ନୀତର ଚରମ ସୀମାରେ ରାଜ୍ୟ ସରକାର ସେଥିପାଇଁ ଲୋକ ଏମିତି ପ୍ରତିବାଦ କରିଥିବା କହିଛନ୍ତି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ