ଲଗାଣ ବର୍ଷାରେ ସ୍ଥିତି ବେହାଲ : ଧସିଲା ପାହାଡ଼, ରାସ୍ତା ଅବରୋଧ
by Argus News
Wed, Dec 06 | 3:35 p.m.

ଅର୍ଗସ ବ୍ୟୁରୋ : ବାତ୍ୟା ମିଗଜୋମ୍ ପ୍ରଭାବରେ ଜାରି ରହିଛି ବର୍ଷା ଓ ପବନ । ବର୍ଷା ଓ ପବନ ପରେ ଧସିଲା ପାହାଡ଼ । କୋଟିୟା ପଞ୍ଚାୟତର ମାଡକାର ଗ୍ରାମକୁ ଯିବା ବାଟରେ ପାହାଡ଼ ଖସିଥିବା ଦେଖିବାକୁ ମିଳିଛି । ବାତ୍ୟା ମିଗଜୋମ୍ ପ୍ରଭାବରେ କୋରାପୁଟରେ ସକାଳୁ ବର୍ଷା ଲାଗି ରହିଥିବା ବେଳେ ଏକ ଛୋଟ ଧରଣର ଲ୍ୟାଣ୍ଡ ସ୍ଲାଇଡ଼ ଦେଖିବାକୁ ମିଳିଛି । ପାହାଡ଼ ଉପରୁ ବଡ଼ ଓ ଛୋଟ ପଥର ହଟାତ ଖସି ଆସିଥିଲା । ତେବେ ମୁଖ୍ୟ ରାସ୍ତାକୁ ଖସି ଆସିଥିଲେ ବି ଏଥିରେ କେହି କ୍ଷତିଗ୍ରସ୍ତ ହୋଇ ନଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ