କଂଗ୍ରେସ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ
by Argus News
Sat, Apr 13 | 8:11 p.m.

ଅର୍ଗସ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଉତରାଖଣ୍ଡ ରାଲିକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି ଯେ ଯେଉଁଭଳି ଦୁନିଆରୁ ଡାଇନୋସର ଲୋପ ପାଇଛି ସେହିଭଳି ଦିନେ କଂଗ୍ରେସ ଲୋପ ପାଇବ । ଏଥିସହ ଦଳର ନେତାଙ୍କୁ ରିୟଲଟି ଶୋ ବିଗ ବସର ପ୍ରତିଯୋଗୀଙ୍କୁ ତୁଳନା କରି କଟାକ୍ଷ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । 

ଅଧିକ ପଢନ୍ତୁ ଭାରତ ଖବର

ରାଜନାଥ କହିଛନ୍ତି, ଯେଉଁଭଳିଭାବେ ବିଗବସରେ ପ୍ରତିଯୋଗୀ ନିଜ ବୟାନରେ ପରସ୍ପର ଉପରେ କାଦୁଅ ଫିଙ୍ଗନ୍ତି, ପୋଷାକ ଚିରିବା ଭଳି ଆଚରଣ କରନ୍ତି ସେହିଭଳି କିଛି ଚାଲିଛି କଂଗ୍ରେସ ଦଳରେ । ୨୦୨୪ରେ ଦଳର ସ୍ଥିତି ଡାଇନୋସୋର ପରି ହୋଇପାରେ । ଏଥିସହ କଂଗ୍ରେସ ସମୟରେ ଦେଶରେ ସବୁଠୁ ଅଧିକ ଦୁର୍ନୀତି ହୋଇଥିବା ରାଲିରେ କହିଛନ୍ତି ରାଜନାଥ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ