ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ
by Argus News
Sat, Oct 26 | 8:17 a.m.

ଅର୍ଗସ ବ୍ୟୁରୋ:  ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ.... ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଓ ବଗପାଟିଆରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ l ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର  ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା l  ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟ ଏବଂ ସଠିକ ସରକାରୀ ସୁବିଧା ଲୋକମାନଙ୍କୁ ମିଳୁଛି କି ନାହିଁ ତାହାର ତଦାରଖ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ  l

ଅଧିକ ପଢ଼ନ୍ତୁ ଓଡିଶା ଖବର:

GOLD LOAN
9m ago
ମୁଦ୍ରା ଯୋଜନାରେ ଋଣ ରାଶି ସୀମା 10 ଲକ୍ଷରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି
ଅର୍ଗସ ବ୍ୟୁରୋ: ବୃଦ୍ଧି ହେଲା ମୁଦ୍ରା ଋଣ । ଦେଶରେ କ୍ଷୁଦ୍ର ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (PMMY) ଅଧୀନରେ ମୁଦ୍ରା ଋ
ସଲମାନଙ୍କ
22m ago
ସଲମାନଙ୍କ ପାଇଁ ସିଦ୍ଦିକିଙ୍କୁ ହତ୍ୟା କରାଯାଇନି
ଅର୍ଗସ ବ୍ୟୁରୋ: ଅର୍ଥ ଅନର୍ଥର ମୂଳ କାରଣ ହୋଇଥାଏ। ଅଧିକ ପଇସା କାହାର ଜୀବନ ବି ନେଇପାରେ। ତାହା ନିକଟରେ ଆମେ ଦେଖିଲେ ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ କ୍ଷେତ୍ରରେ। ସେ ନିଜ ପୁଅ
ଡାଳିମ୍ବ
22m ago
କେବଳ ଡାଳିମ୍ବ ନୁହେଁ, ଚୋପାରେ ବି ରହିଛି ଉପକାରୀ ଗୁଣ କିପରି, ଜାଣନ୍ତୁ...
ଅର୍ଗସ ବ୍ୟୁରୋ: ଡାଳିମ୍ବ ଏକ ଉପକାରୀ ଫଳ । ଏହା ଯେତେ ସ୍ୱାଦିଷ୍ଟ ତାହାଠାରୁ ଅଧିକ ଲାଭଦାୟକ । ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରକ୍ତ ବଢାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତ