ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, ୧ କୋଟି ଛୁଇଁବ ସୁଭଦ୍ରା ଆବେଦନ
by Argus News
Wed, Sep 25 | 2:52 p.m.

ଅର୍ଗସ ବ୍ୟୁରୋ : ୧ କୋଟି ଛୁଇଁବ ସୁଭଦ୍ରା ଆବେଦନ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ। କହିଲେ ଏ ଯାଏଁ ପ୍ରାୟ ୯୨ ଲକ୍ଷ ଲୋକ  ସୁଭଦ୍ରା ପଞ୍ଜିକରଣ କରିସାରିଲେଣି। ଆଉ ସପ୍ତାହକ ଭିତରେ ଆବେଦନ ସଂଖ୍ୟା ୧ କୋଟି ଛୁଇଁବ ।

ଅଧିକ ପଢନ୍ତୁ : ଛତୁଆରେ ଅପମିଶ୍ରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ତେବେ e kyc ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଁଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ ବୋଲି କହିଛନ୍ତି  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ମଧୁମେହ
53m ago
ଖାଲି ପେଟରେ ମେଥି ପାଣି ପିଇଲେ ନିୟନ୍ତ୍ରଣ ହେବ ମଧୁମେହ
ଅର୍ଗସ ବ୍ୟୁରୋ: ଆଜିକାଲି ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଭାରତରେ ମଧୁମେହ ରୋଗୀମାନଙ୍କର ଯଥେଷ୍ଟ ବୃଦ୍ଧି ପାଉଛି । ଏହି ରୋଗରେ ସାରା ବିଶ୍ୱରେ କୋଟ
ପାଟଣାଗଡ଼କୁ
ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଅର୍ଗସ ବ୍ୟୁରୋ: ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ। ପ୍ରଥମେ ସ୍ଥାନୀୟ ରାଜ ଖମାରରେ ଦୀନଦୟାଲଙ୍କ ଜନ୍
AISHWARYA
ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା
ଅର୍ଗସ ବ୍ୟୁରୋ: କଣ ଏମିତି କହିଗଲେ ଜୟା ବଚ୍ଚନ। ସମସ୍ତଙ୍କ ସାମ୍ନାରେ ଏମିତି କହିଗଲେ ଜୟା। ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିବାକୁ ଲାଗିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ