ନବନିର୍ମିତ ନମୋ ମେଡିକାଲ କଲେଜରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କ କଥା ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
by Argus News
Sat, Feb 17 | 8:31 a.m.

ଅର୍ଗସ ବ୍ୟୁରୋ: ଦିନିକିଆ ଦମନ ଡ଼ିଉ, ସିଲଭାସା ଗସ୍ତରେ କେନ୍ଦ୍ର ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ପ୍ରଥମେ ଡମନ ସି ବିଚ୍ ଠାରେ ନବନିର୍ମିତ ପକ୍ଷୀ ସଙ୍ଗରକ୍ଷ ପାର୍କ ନିରୀକ୍ଷଣ ସହ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଏହାପରେ ସରକାରୀ ଇଞ୍ଜିନିୟରିଂ କଲେଜ ପରିଦର୍ଶନ ସହ ନୂତନ ଭବନର ଶିକ୍ଷା ବ୍ୟବସ୍ଥା ପରଖିଛନ୍ତି । ସେଣ୍ଟ୍ରାଲ ଲାଇବ୍ରେରୀର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ସିଲଭାସା ଠାରେ ନବନିର୍ମିତ ନମୋ ମେଡିକାଲ କଲେଜ ପରିଦର୍ଶନ କରି ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କ ସୁଖ ଦୁଃଖ ପଚାରିବୁଝିଥିଲେ । 

 

ସିଲଭାଷା ଠାରେ ଆୟୋଜିତ ସଭାରେ 4200 ବିଦ୍ୟାର୍ଥୀଙ୍କୁ ଲାପଟପ୍ ଓ 7000 ବିଦ୍ୟାର୍ଥୀ ଝିଅଙ୍କୁ ସାଇକେଲ ବିତରଣ ସହ ଦମନ ଡ଼ିଉ ସିଲଭସା ସଙ୍ଘ ପ୍ରଦେଶରେ ନବନିର୍ମିତ ବିଧ୍ୟାଳୟ ଭବନର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ