ଅର୍ଗସ ବ୍ୟୁରୋ: ମଧୁମେହ ରୋଗୀ ମାନେ ଖାଇପାରିବେ ଏହି ୫ଟି ଖଟା, ମିଠା ଫଳ । ମଧୁମେହ କ୍ରନିକ୍ ରୋଗ ଯାହା ପାଇଁ ଲୋକମାନଙ୍କର ବ୍ଲଡ ସୁଗାର ଅତ୍ୟଧିକ ବଢିଯାଇଥାଏ । ଏହାକୁ ନିୟନ୍ତ୍ରଣ କରିବା ଲାଗି ସାରା ଜୀବନ ଖାଇବା ପିଇବାର ଧ୍ୟନ ରଖିବା ପାଇଁ ପଡିଥାଏ । ମଧୁମେହ ରୋଗୀମାନଙ୍କୁ ଏପରି କିଛି ଫଳ ଖାଇବାର ପରମର୍ଶ ଦିଅନ୍ତୁ । ଯେଉଁଥିରେ ସୁଗାରର ମାତ୍ରା ଗାଲାଇସୋମିକ ଇଣ୍ଡୋକ୍ସ କମ୍ ହୋଇଥାଏ । ତା ମଧ୍ୟରୁ କିଛି ମିଠା ଫଳ ଅଛି ଯେଉଁଗୁଡିକ ସୁଗାରର ସ୍ତର ନିୟନ୍ତ୍ରଣ କରିପାରିବେ ।
ସୋଓ:- ସୋଓରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହାକି ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସକାଳେ ଏହାକୁ ଖାଇବା ଦ୍ଵାରା ମଧୁମେହ ରୋଗୀ ମାନଙ୍କୁ ଅନେକ ଫାଇଦା ମିଳିଥାଏ ।
ଡାଳିମ୍ଵ:- ଡାଳିମ୍ଵର ସ୍ଵାଦ ହୁଏତ ମିଠା ହୋଇଥାଏ କିନ୍ତୁ ସୁଗାର ରୋଗୀ ମାନେ ମଧ୍ୟ କିଛି ମାତ୍ରାରେ ଖାଇପାରିବେ । ଏଥିରେ ଭିଟାମିନ ସମେତ ଅନେକ ପୋଷକ ତ୍ତତ୍ଵ ଭରପୂର ହୋଇରହିଛି । ଯାହାକି ସୁଗାରକୁ ନିୟନ୍ତ୍ରଣ କରିଥାଏ ।
ଷ୍ଟ୍ରବେରୀ:- ଷ୍ଟ୍ରବେରୀ,ବ୍ଲୁବେରୀ ଆଉ ରୋପବେରୀ ସମେତ ସବୁ ପ୍ରକାରର ବେରୀରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହିଥିରେ ଇନସୁଲିନର ସୁଧାର ଆସିଥାଏ ଆଉ ସୁଗାରକୁ ନିୟନ୍ତ୍ରଣ କରିଥାଏ ।
ଅମୃତଭଣ୍ଡା:- ଅମୃତଭଣ୍ଡା ଖାଇବା ମଧୁମେହ ରୋଗୀଙ୍କ ପାଇଁ ବହୁତ ଫାଇଦା ହୋଇଥାଏ । ଅମୃତଭଣ୍ଡାରେ ଫାଇବର ଆଉ ଭିଟାମିନ ଏ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ସ୍ଵାସ୍ଥ୍ୟ ପାଇଁ ବହୁତ ଲାଭ ହୋଇଥାଏ ।
ଚୋରୀ:- ଚୋରୀରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ସୁଜନ କମ୍ କରିଥାଏ । ଏହାକୁ ମଧୁମେହ ରୋଗୀ ମାନେ ଖାଇପାରିବେ । ଏହାକୁ ଖାଇବା ଦ୍ଵାରା ମଧୁମେହ ରୋଗୀ ମାନଙ୍କୁ ଅନେକ ଫାଇଦା ମିଳିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...