ପତ୍ନୀଙ୍କୁ ଫୋନ ନ ମିଳିବାରୁ ସ୍ବାମୀଙ୍କୁ ଦେଲେ ଛାଡ଼ପତ୍ର
by Argus News
Mon, Apr 15 | 8:03 p.m.

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ପତ୍ନୀ ଫୋନ ମାଗିବାରୁ ମହାଭାରତ ହୋଇଛି। ପତିପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି। ବିବାହ ପରେ ସ୍ବାମୀ ତାଙ୍କ ପତ୍ନୀଙ୍କୁ ସ୍ମାର୍ଟ ଫୋନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲିଲା ସ୍ବାମୀ ତାଙ୍କ କଥା ଆଉ ପୂରଣ କରିପାରିଲେନି। ଦୁଇ ତିନି ମାସ ଅପେକ୍ଷା କରି ସ୍ତ୍ରୀ ଜଣକ ରାଗିଯାଇଥିଲେ। 

କିନ୍ତୁ ପରେ ଆଉ ଫୋନ ନ ଦେବାରୁ ସ୍ତ୍ରୀ ଜଣକ ରାଗିଯାଇଥିଲେ। ମାରପିଟ ପର୍ଯ୍ୟନ୍ତ କଥା ମଧ୍ୟ ଗଲା। ଏହାପରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଘର ଛାଡ଼ି ନିଜ ବାପଘରକୁ ଚାଲିଯାଇଥିଲେ। ଏବେ ସ୍ତ୍ରୀ ଜଣଙ୍କ ତାଙ୍କ ସ୍ବାମୀଙ୍କୁ ନେଇ ଥାନା ପର୍ଯ୍ୟନ୍ତ ଯାଇଛନ୍ତି। ଆଉ ସ୍ବାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିବା ସହ ଛାଡ଼ପତ୍ର ନୋଟିସ କରିଛନ୍ତି। 
ପୋଲିସ ଉକ୍ତ ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇ ଦେଇଛନ୍ତି। ପୋଲିସ ଉଭୟ ପତି-ପତ୍ନୀଙ୍କୁ ଡାକି ବୁଝାଇଛି। ଛାଡ଼ପତ୍ର ନ ଦେବାକୁ ପରାମର୍ଶ ଦେଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ