ହରତାଳ ପ୍ରସ୍ତୁତି ବୈଠକ ବେଳେ ଶଙ୍ଖ ଭବନରେ ହଙ୍ଗାମା
by Argus News
Sun, Sep 22 | 5:46 p.m.

ଭୁବନେଶ୍ୱର: ଶଙ୍ଖ ଭବନରେ ହଙ୍ଗାମା । ହରତାଳ ପ୍ରସ୍ତୁତି ବୈଠକ ବେଳେ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହା ସୂପକାରଙ୍କୁ ବିରୋଧ । ଦଳ ବିରୋଧରେ କାମ କରୁଥିବା ଏ ଦୁଇ ବିଦ୍ରୋହୀ କର୍ପୋରେଟରଙ୍କୁ ବିରୋଧ । ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ । ବେଶ୍ କିଛି ସମୟ ପାଇଁ ଶଙ୍ଖ ଭବନରେ ହୋ ହାଲ୍ଲା ହୋଇଥିଲା ।  ପରେ ବୈଠକ ବର୍ଜନ କରିଥିବା କର୍ପୋରେଟରଙ୍କୁ ଦେବୀ ମିଶ୍ର ଓ ଅରୁଣ ସାହୁ ବୁଝାସୁଝା କରିବା ପରେ ବୈଠକକୁ ପୁଣି ଯାଇଥିଲେ କର୍ପୋରେଟରମାନେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଲିଜେଣ୍ଡସଙ୍କ ଜଲୱା
ଯୋଧପୁରରେ ଲିଜେଣ୍ଡସଙ୍କ ଜଲୱା, ବ୍ଲୁ ସିଟିରେ ଜୟ ଜୟ କାର
ଅର୍ଗସ ବ୍ୟୁରୋ: ବ୍ଲୁ ସିଟିରେ ଜୟ ଜୟ କାର। ପଠାନ ବ୍ରଦର୍ସଙ୍କ ସହ କୋଣାର୍କ ସୂୟାଜ୍ ଓଡିଶାକୁ ସପୋର୍ଟ କରିବାକୁ ବରଖୁତୁଲ୍ଲା ଖାନ ଷ୍ଟାଡିଅମରେ ପହଂଚିଥିଲେ ବହୁ ସଂଖ୍ୟାରେ ଫ୍ୟାନ
ଓଡ଼ିଆ ଅସ୍ମିତା
ଆମେରିକାରେ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ
ଅର୍ଗସ ବ୍ୟୁରୋ: ଆମେରିକାରେ ଝଲସିଲା ଓଡ଼ିଆ ଅସ୍ମିତା । କୋଣାର୍କର ଦୃଶ୍ୟ, କୋଣାର୍କ ଚକ ସାଙ୍ଗକୁ ବିଦେଶୀଙ୍କ ମନମୋହିଲା ଓଡ଼ିଶୀ ନୃତ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକାର
STORY
Speed 10: ଜାଣନ୍ତୁ ଦିନର ବଡ ଖବର...
ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର... () କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହା