ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କର୍ମୀ ମହଲରେ ଅସନ୍ତୋଷ
by Argus News
Tue, Feb 13 | 9:49 a.m.

ଅର୍ଗସ ବ୍ୟୁରୋ: ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କର୍ମୀ ମହଲରେ ଅସନ୍ତୋଷ । କଳା ବ୍ୟାଚ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କୁ  ବିରୋଧ କରିବାକୁ ତୟାର୍ ବିଜେଡି କର୍ମୀ । JSW ପ୍ରକଳ୍ପ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରାଯିବ । ଆସନ୍ତା ୧୬ତାରିଖରେ JSW ପ୍ରକଳ୍ପ ଶୁଭ ଦେବାପାଇଁ ମୁଖ୍ୟମନ୍ତ୍ରୀ ଆସିବାକୁ ଥିବା ବେଳେ ଢିଙ୍କିଆରେ ବିରୋଧ କରାଯିବବୋଲି ବିଧାୟକଙ୍କୁ ଚେତାବନୀ ଦେଇଛନ୍ତି ବିଜେଡ଼ି କର୍ମୀ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ ଆୟୋଜିତ ହୋଇଥିବା ସମୀକ୍ଷା ବୈଠକରେ ବିଧାୟକଙ୍କ ଉପରେ ବର୍ଷିଛନ୍ତି ବିଜେଡ଼ି କର୍ମୀ। କଳା ବ୍ୟାଚ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କୁ  ବିରୋଧ କରିବେ ବୋଲି ଚେତାବନି ଦିଆଯାଇଛି । JSW ଏ ପର୍ଯ୍ୟନ୍ତ ସଧାରଣ ଲୋକଙ୍କ ଦାବି ପୂରଣ କରିପାରିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜୋରଦାର ବିରୋଧ କରିବାକୁ ସଜବାଜ ହେଉଛନ୍ତି ବିଜେଡି କର୍ମୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ