ଜିଲ୍ଲା ପରିଷଦଙ୍କ ପୁଅ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ
by Argus News
Wed, Apr 24 | 2:42 p.m.

ଅର୍ଗସ ବ୍ୟୁରୋ:  ଶାସକ ଦଳର ଜିଲ୍ଲା ପରିଷଦଙ୍କ ପୁଅ ଚା ଦୋକାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ । ଅନଗୁଳ ଜିଲ୍ଲା 23 ନମ୍ବର ଜୋନ ଜିଲ୍ଲା ପରିଷଦ ସାବିତ୍ରୀ ମାଝୀଙ୍କ ପୁଅ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ । ଦୀର୍ଘ ବର୍ଷ ହେବ ଚା ଦୋକାନରେ ଖୁଲମଖୁଲା ବେଆଇନ ମଦ ବିକ୍ରି କରୁଥିଲେ ରାଜେନ୍ଦ୍ର ମାଝୀ ।  ଶାସକ ଦଳର ନେତ୍ରୀ ତଥା ଜିଲ୍ଲା ପରିଷଦଙ୍କ ପୁଅ ହୋଇଥିବାରୁ ପୋଲିସ ଜାଣିଶୁଣି ଗିରଫ କରୁନଥିବା ଚର୍ଚ୍ଚା ହେଉଛି । ପାଲଲହଡା ଥାନା IIC କାଳନ୍ଦୀ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏକ ଟିମ ଚା ଦୋକାନରେ ଚଢ଼ାଉ କରି 62.400 ଲିଟର ମଦ ଜବତ କରିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ