ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
by Argus News
Mon, Sep 23 | 3:05 p.m.

ଅର୍ଗସ ବ୍ୟୁରୋ: ଆଜି ନିମାପଡ଼ା ବ୍ଲକ୍ ପରିସରରେ ମଧ୍ୟରେ ଥିବା ବିଜୁ ପଟ୍ଟନାୟକ ସଭାଗୃହ ମଧ୍ୟରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପଜିଲ୍ଲାପାଳ ଗୋପୀନାଥ କଅଁର, ଜିଲ୍ଲା ଆରକ୍ଷୀ ପିନାକ ମିଶ୍ର, ସିଡିଏମଓ ଡକ୍ଟର ରୁପଭାନୁ ମିଶ୍ରଙ୍କ ସହିତ ବିଡିଓ, ତହସିଲଦାର, ଥାନା ନିରୀକ୍ଷକ, ଉପଖଣ୍ଡ ଅଧିକାରୀ ଏବଂ ନିମାପଡ଼ା ଅଞ୍ଚଳର ବିଭିନ୍ନ ସରକାରୀ ସ୍ତରରେ ସମସ୍ତ ପଦ ଅଧିକାରୀ ଉପସ୍ଥିତ ଥିଲେ।

ମୋଟ ୧୪୫ଟି ଅଭିଯୋଗ ବିଭିନ୍ନ ସ୍ତରରୁ ଆସିଥିବା ବେଳେ ଅଧିକାଂଶ ଅଭିଯୋଗ ଶୁଣାଣୀ ସମୟରେ ଅନେକ ସମସ୍ୟା ପରିଲକ୍ଷିତ ହେଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସମସ୍ୟା ସମ୍ପର୍କରେ ଯଥା ଶୀଘ୍ର ତଦନ୍ତ କରାଯିବ ସହ ଏହାର ସତ୍ୟାସତ୍ୟ ସନ୍ଧାନ କରାଯାଇ ସମସ୍ୟା ଦୂର କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ପୁଷ୍ଟିକର
କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ
ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସ
HEALTH
କଲରା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ ?
ଅର୍ଗସ ବ୍ୟୁରୋ: କଲରା ଖାଇବାକୁ କାହାକୁ ବି ଭଲ ଲାଗେ ନାହିଁ। ତଥାପି କଲରା ଖାଇବାକୁ ଘରେ ସମସ୍ତଙ୍କୁ ବାଧ୍ୟ କରନ୍ତି। କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ
AMITABH BACHCHAN
ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ସହି ପାରିଲେନି ଅମିତାଭ
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତର