ଭୂଲରେ ବି ଘରେ ଏହିଭଳି ଲଗାନ୍ତୁନି ମନି ପ୍ଲାଣ୍ଟ
by Argus News
Tue, Apr 16 | 2:03 p.m.

ଅର୍ଗସ ବ୍ୟୁରୋ: ଭୂଲରେ ବି ଘରେ ଏହିଭଳି ଲଗାନ୍ତୁନି ମନି ପ୍ଲାଣ୍ଟ। ନଚେତ ଆପଣ ନିଶ୍ଚିତ କାଙ୍ଗାଳ ହୋଇଯିବେ। ପଇସାକୁ ସମସ୍ତେ ଭଲ ପାଆନ୍ତି। କେଉଁ ଉପାୟ ଆପଣାଇଲେ ପଇସା ଆପଣଙ୍କ ପାଖରେ ରହିବ। ସେ ନେଇ ମଧ୍ୟ ସମସ୍ତେ ଚିନ୍ତା କରନ୍ତି। ସେଥିପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇଥାନ୍ତି।  
ବାସ୍ତୁଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟ ଘରେ ଲଗାଇବା ଅତ୍ୟନ୍ତ ଶୁଭ ମନାଯାଇଥାଏ। ଘରକୁ ସୁଖ ସମୃଦ୍ଧି ଆସିଥାଏ।

କୁହାଯାଏ କି , ଯେଉଁ ଘରେ ମନି ପ୍ଲାଣ୍ଟ ଲଗାଯାଇଥାଏ ସେ ଘରେ କୌଣସି ଆର୍ଥିକ ଅଭାବ ଦେଖାଦିଏ ନାହିଁ। କିନ୍ତୁ କିଛି ଲୋକଙ୍କର ମନିପ୍ଲାଣ୍ଟକୁ ନେଇ ଏକ ଭ୍ରମ ରହିଛି। 

ସେମାନେ ଭାବନ୍ତି କି ଚୋରିକରି ଏହି ପ୍ଲାଣ୍ଟ ନେଇ ଆମେ ଘରେ ଲଗାଇଦେବୁ। ଆଉ ମହିଳାମାନେ ଏଭଳି କରନ୍ତି ମଧ୍ୟ। କିନ୍ତୁ ଏପରି ଜମା ବି କରନ୍ତୁନି। କେବେ ବି ମନି ପ୍ଲାଣ୍ଟ ଚୋରି କରି ନେଇ ଘରେ ଲଗାନ୍ତୁ ନାହିଁ। ନଚେତ ଆପଣ କାଙ୍ଗାଳ ହୋଇପାରନ୍ତି। 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର
 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର