ଘରେ କରନ୍ତୁ ଏହି କାମ, ଧନର ଅଭାବ ରହିବ ନାହିଁ...
by Argus News
Wed, May 29 | 5:31 p.m.

ଅର୍ଗସ ବ୍ୟୁରୋ: ଘର ଭିତରେ ଅଶାନ୍ତି ଲାଗି ରହୁଛି କି। ଅନେକ ସମୟରେ ଟଙ୍କା ପଈସାର ଅଭାବ ଦେଖାଦେଉଛି କି। କିଭଳି ପାଇବେ ଏଥିରୁ ମୁକ୍ତି ଜାଣିନିଅନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ବ୍ୟକ୍ତି ଯଦି କିଛି କାର୍ଯ୍ୟ କରିବ ତେବେ ମା’ ଲକ୍ଷ୍ମୀ ନିଶ୍ଚୟ ପ୍ରସନ୍ନ ହେବେ । ଶୋଇବା ସମୟରେ ମୁଖ୍ୟ ଦ୍ୱାର ନିକଟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯେଉଁ ଘର ଅଳିଆ ଅପରିଷ୍କାର ରହିଥାଏ ସେଠି ମା’ ଲକ୍ଷ୍ମୀ ଆଦୌ ପ୍ରବେଶ କରନ୍ତି ନାହିଁ ।

ସକାଳେ ପୂଜାରେ ବ୍ୟବହୃତ ଫୁଲ, ଫଳ ଓ ଅନ୍ୟ ସାମଗ୍ରୀ ରାତି ପର୍ଯ୍ୟନ୍ତ ପୂଜା ଘରେ ରଖନ୍ତୁ ନାହିଁ । ସନ୍ଧ୍ୟା ଆରତୀ ପରେ ବାସି ଫୁଲ, ପାଣିକୁ ଢାଳି ଦିଅନ୍ତୁ ଓ କଳସରେ ନୂଆ ଜଳ ଭରି ରଖନ୍ତୁ । ଯଦି ଆପଣ ଘରେ ନକରାତ୍ମକ ଶକ୍ତି ଅନୁଭବ କରୁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କର୍ପୁର ସହିତ ଲବଙ୍ଗ ପକାଇ ଜାଳନ୍ତୁ । ବାସ୍ତୁ ଅନୁସାରେ ରାତିରେ ଶୋଇବା ପୂର୍ବରୁ ଉତ୍ତର ଦିଗକୁ ବି ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଏହି ଦିଗରେ ଜୋତା ଚପଲ ରଖନ୍ତୁ ନାହିଁ । ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ। ଯାହା ଦ୍ୱାରା ଆପଣଙ୍କ ଘରେ ଟଙ୍କା ପଈସାର ଅଭାବ ରହିବ ନାହିଁ।

ଅଧିକ ପଢ଼ନ୍ତୁ ଦେଶ ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ