ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି?
by Argus News
Tue, Jul 02 | 8:10 p.m.

ଅର୍ଗସ ବ୍ୟୁରୋ: ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି? ସବୁଠାରୁ ଲମ୍ବା ଏକ୍ସପ୍ରେସ ଓ୍ବେ ହେଉଛି ୨୦୦ କିଲୋମିଟର। ତେବେ ପଡ଼ୋଶୀ ଦେଶରେ ମୋଟ ୧୨ଟି ଏକ୍ସପ୍ରେସ ଓ୍ବେ ରହିଛି। ଯେଉଁଥିରୁ ୧୦ଟି ଏକ୍ସପ୍ରେସ ଓ୍ବେ ଏବେବି ନିର୍ମାଣାଧୀନ ଅବସ୍ଥାରେ ଅଛି। ୨ଟି ବର୍ତ୍ତମାନ ଯାତାୟତ ପାଇଁ ଖୋଲା ଯାଇଛି। ସବୁଠାରୁ ବଡ଼ ଏକ୍ସପ୍ରେସ ଓ୍ବେ ହେଉଛି ମନସେହରାରୁ ମୁଜାଫରାବାଦ ପର୍ଯ୍ୟନ୍ତି। ଯାହାର ଦୂରତା ୨୦୦ କିମି.। 

ସବୁଠାରୁ ପୁରୁଣା ରୋଡ ହେଉଛି ପେଶାବାର ନର୍ଦନ ବାଇପାସ। ଯାହା ୩୨ କିମି ପର୍ଯ୍ୟନ୍ତ ଲମ୍ବିଛି। ଖାନେଓ୍ବାଲ-ଲୋଧରନ ଦ୍ବିତୀୟ ଅପରେଶନ ବାଇପାସ। ଯାହାର ଦୂରତା ୧୦୩ କିମି. ଅଟେ। 

ରାଲୋଦେରୋ-ସେହଓ୍ବାନ ଦ୍ବିତୀୟ ବଡ଼ ଏକ୍ସପ୍ରେସ ଓ୍ବେ ହେବ। ଯାହା ଏବେ ପ୍ରସ୍ତାବିତ ଅଛି। ସବୁଠାରୁ ଛୋଟ ହେଉଛି ଇସଲାମାବାଦ ଏକ୍ସପ୍ରେସ ଓ୍ବେ। ଯାହାର ଦୂରତା ମାତ୍ର ୨୮ କି.ମି.।

୬୫ କିଲୋମିଟର ଲମ୍ବ ପେଶାଓ୍ବାର-ତୋରଖାମ ଏକ୍ସପ୍ରେସ ରାସ୍ତାକୁ ୨୦୨୩ ମସିହାରେ ମଞ୍ଜୁରୀ ମିଳିଥିଲ। ପାକିସ୍ତାନରେ ଏବେଯାଏ ମାତ୍ର ୧୩୫ କିମିର ଏକ୍ସପ୍ରେସ ଓ୍ବେ ରାସ୍ତା ରହିଛି। ଇସଲାମାବାଦରେ ଥିବା ଏକ୍ସପ୍ରେସଓ୍ବେ ୧୦ ଲେନ ଚଉଡ଼ା ରାସ୍ତା ନିର୍ମାଣ କରାଯାଉଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 

ମରିନ ଡ୍ରାଇଭ ହେଲା
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହି
ବର୍ଷକରେ
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ