କେତେ ପ୍ରକାରର ଟ୍ୟାକ୍ସ ନୋଟିସ ରହିଛି....ଜାଣିଛନ୍ତି କି?
by Argus News
Wed, May 29 | 6:21 p.m.

ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତିକୁ ଗତି କରିବା ପାଇଁ ଟ୍ୟାକ୍ସପେୟର୍ସର ବଡ଼ ଯୋଗଦାନ ରହିଛି। ଇନକମ ଟ୍ୟାକ୍ସ ବଞ୍ଚାଇବା ପାଇଁ ଟ୍ୟାକ୍ସପେୟର୍ସ ବହୁ କିଛି ଉପାୟ ଅବଲମ୍ବନ କରିବାକୁ ଚାହୁଁଛି । ସରକାର ମଧ୍ୟ ଟ୍ୟାକ୍ସ ଡିଡକ୍ସନ ପାଇଁ ବହୁ କିଛି ସ୍କିମ ଚଳାଉଛନ୍ତି। ଇନକମ ଟ୍ୟାକ୍ସ ବିଭାଗ ବହୁ କିଛି ଥର ଆଇଟିଆର ଦାଖଲ ନ କରିବା ପାଇଁ ଟ୍ୟାକ୍ସ ପେୟାର୍ସକୁ ନୋଟିସ ପଠାଇଥାଏ। 

ଯଦି ଆପଣ ଟ୍ୟାକ୍ସ ସ୍ଲାବରେ ଆସୁଛନ୍ତି । ତେବେ ଆଇଟିଆର ଭରିବା ଅନିବାର୍ଯ୍ୟ ଅଟେ । ମନେକର ଆପଣ ଜଣେ ଭାରତୀୟ ନାଗରିକ, ହେଲେ ଆପଣ ବିଦେଶୀ ସଂପତ୍ତିର ମାଲିକ ତେବେ ଆପଣଙ୍କୁ ଏହି ପରିସ୍ଥିତିରେ ଆଇଟିଆର ଭରିବାକୁ ପଡିବ । ନଚେତ ଆପଣଙ୍କୁ ଇନକମ ଟ୍ୟାକ୍ସ ବିଭାଗ ନୋଟିସ ପଠାଇପାରେ ।
ତେବେ କେତେ ପ୍ରକାରର ଟ୍ୟାକ୍ସ ନୋଟିସ ରହିଛି ଆପଣ ଜାଣିଛନ୍ତି କି?

ଆୟକର ବିଭାଗ କରଦାତାଙ୍କୁ ଅଲଗା ଅଲଗା ପ୍ରକାରର ନୋଟିସ ଦେଇଥାଏ।  ଟ୍ୟାକ୍ସ ରିଟନ୍ନ ଫାଇଲରେ ସବୁ ଠିକ ହେବାପରେ ଧାରା ୧୪୩ (୧) ଅନୁସାରେ ଏକ ନୋଟିସ ଦିଆଯାଏ। ଆଇଟିଆରର ସମୀକ୍ଷା କରିବା ପାଇଁ ଧାରା ୧୪୩ (୨-୩) ଅନୁସାରେ ଏକ ନୋଟିସ ଦିଆଯାଏ। ବକେୟା ପାଇବାକୁ ହେଲେ ଧାରା ୧୫୬ରେ ନୋଟିସ ଦିଆଯାଏ। ସେହିପରି ଟିକସଦାତାଙ୍କୁ ସମନ ପଠେଇବାକୁ ଧାରା ୧୩୧ରେ ନୋଟିସ ପଠାଯାଇଥାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ