ନବରଙ୍ଗପୁରରେ ଡବଲ ମର୍ଡର ; ପୁଅ ସହ ପଡୋଶୀକୁ ହତ୍ୟା କଲା ଅଭିଯୁକ୍ତ
by Argus News
Fri, Dec 01 | 6:04 p.m.

ନବରଙ୍ଗପୁର : ନବରଙ୍ଗପୁରରେ ଡବଲ ମର୍ଡର । ମଇଦଲପୁର ଥାନା ଗୁଜୁମାପଦର ଗାଁରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି । ଦୁଇ ବର୍ଷର ପୁଅକୁ ହତ୍ୟାକରିଛି ବାପା । ପ୍ରତିବାଦ କରିଥିବା ପଡ଼ୋଶୀ ବୃଦ୍ଧାଙ୍କୁ ମଧ୍ୟ ହତ୍ୟା କଲା ହତ୍ୟାକାରୀ ।ଘଟଣା ପରେ ଅଭିଯୁକ୍ତକୁ କାବୁ କଲେ ଗାଁ ଲୋକେ। ଅଭିଯୁକ୍ତ ରାଧା ସାନ୍ତାକୁ ଗିରଫ କରିଛି ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । 
 

ଅଧିକ ପଢନ୍ତୁ ଓଡିଶା ଖବର

HEALTH
7m ago
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
46m ago
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
53m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି