ବାରାହାକୁ କାବୁ କଲାବେଳେ ତିନି ଆହତ
by Argus News
Mon, Jan 29 | 5:58 p.m.

ଖୋର୍ଦ୍ଧା:  ଦିନ ଦିପ୍ରହରରେ ଶିଳ୍ପାଞ୍ଚଳ ମଧ୍ୟରେ ପସିଲା ଜଙ୍ଗଲି ବାରାହା। ଏହିଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ସାରୁଅ ଶିଳ୍ପାଞ୍ଚଳ ପରିସରରେ। ସୂଚନା ମୁତାବକ ସାରୁଅ ଶିଳ୍ପାଞ୍ଚଳ ର ସ୍ବାଇଁ ଆଲୁମିନିୟମ କମ୍ପାନୀ ପରିସରରେ ଏକ ଜଗଂଲି ବାରହା ଖାଦ୍ୟ ଅନ୍ବେଷଣ ରେ କମ୍ପାନୀ ମଧ୍ୟରେ ପସି ଯାଇଥିଲା। ବାରାହା ଦେଖି କମ୍ପାନୀ ର ଗେଟ ରେ ଥିବା ସିକ୍ୟୁରିଟି କର୍ମଚାରୀ ବାରାହାକୁ  ଅଟାଇବା ସମୟରେ ଆହାତ ହୋଇଛନ୍ତି।

ସେହିପରି ଅନ୍ୟ ଜଣେ କର୍ମଚାରୀ ମଧ୍ୟ ବାରାହା ଦ୍ବାରା ଆହାତ ହୋଇ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।  ଘଟଣା ସ୍ଥଳରେ ପହଞ୍ଚିଥଲେ ବନବିଭାଗ କର୍ମଚାରୀ।  ବାରାହାକୁ କାବୁ କଲାବେଳେ  ବନ ସୁରକ୍ଷା କର୍ମଚାରୀ ଆହାତ ହୋଇଥିଲେ। ଦୀର୍ଘ ସମୟ ପରେ ବାରାହାକୁ କାବୁ କରିଥିଲା ବନବିଭାଗ।  ତେବେ ଜଗଂଲି ବାରାହା ଙ୍କୁ ଦେଖି ଅଚଂଳରେ ଆତଙ୍କ ଖେଳି ଯାଇଥିବା ବେଳେ ଏଥିରେ ତିନିଜଣ ଆହାତ ହୋଇଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

TEACHER
31m ago
ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା, ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଶିକ୍ଷକ
ଅର୍ଗସ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ସୀତାମଢ଼ି ଜିଲ୍ଲାରେ ଜଣେ ଗୁରୁ ନିଜ ଶିଷ୍ୟଙ୍କ ସହ ଏପରି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ଯାହା ଶୁଣି ସମସ୍ତ
MOON
37m ago
ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି
ଅର୍ଗସ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ଥର ଚେହେରା ପରି ଚନ୍ଦ୍ର ବିଷୟରେ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଚନ୍ଦ୍ରର କେବଳ ଗୋଟିଏ ଅଂଶ ଦେଖିପାରନ୍ତି । ଏହାର ଅନ୍ୟ ଅଂ
ଗ୍ରହ
46m ago
ପୃଥିବୀ ଭିତରେ  ଆଉ ଏକ ଗ୍ରହ !
ନୂଆଦିଲ୍ଲୀ: ପୃଥିବୀ ଏକା ନୁହେଁ । ପୃଥିବୀ ଭିତରେ ଆଉ ଏକ ଗ୍ରହ ମଧ୍ୟ ଅଛି। ଏହି ଦ୍ୱିତୀୟ ଗ୍ରହର ଏଗ ଭାଗ ଆଫ୍ରୀକା ଏବଂ ପ୍ରଶାନ୍ତ ମହାସାଗରର ନିମ୍ନର