ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍‌’ କୁ ଦୃଷ୍ଟିରେ ରଖି ରେଳ ବିଭାଗର ପଦକ୍ଷେପ
by Argus News
Sun, Dec 03 | 7:23 a.m.

ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ମିଚୌଙ୍ଗ୍‌’ କୁ ଦୃଷ୍ଟିରେ ରଖି ରେଳ ବିଭାଗର ପଦକ୍ଷେପ । ପୂର୍ବତଟ ଦେଇ ଯାଉଥିବା 54 ଟ୍ରେନ୍ ବାତିଲ କଲା ଇଷ୍ଟକୋଷ୍ଟ ରେଲୱେ । ପୂର୍ବତଟରୁ ବାହାରୁଥିବା 12 ଓ ପୂର୍ବତଟ ଦେଇ ଯାଉଥିବା 42 ଟ୍ରେନ୍ କୁ ବାତିଲ କରାଯାଇଛି । ପୁରୀ-ଚେନ୍ନାଇ, ଭୁବନେଶ୍ବର- ତିରୁପତି, ଭୁବନେଶ୍ବର- ବେଙ୍ଗାଳୁରୁ, ବିଶାଖାପାଟଣାରୁ ଚେନ୍ନାଇକୁ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱର, ପୁରୀ, ବିଶାଖାପାଟଣାକୁ ସଂଯୋଗ କରୁଥିବା 12 ଟ୍ରେନ୍‌ ମଧ୍ୟ ବାତିଲ କରିଛି ପୂର୍ବତଟ ରେଳପଥ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ