ରାତି ପାହିଲେ ପାଳନ ହେବ ଇଦୁଲ ଫିତର
by Argus News
Tue, Apr 09 | 1:21 p.m.

 କଟକ: ରାତି ପାହିଲେ  ପାଳନ ହେବ ଇଦୁଲ ଫିତର। ଇଦକୁ ପାଳିବା ପାଇଁ ଭାଇଚାରା ସହର କଟକରେ ଇସଲାମ ଧର୍ମାଲମ୍ବି ଲୋକେ ମନରେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗୋଟିଏ ମାସର ଓଷା ପରେ ଆଜି ସରୁଛି ରମଜାନ ମାସ। ଆସନ୍ତାକାଲି ଇଦୁଲ ଫିତର ପାଳିବେ ଇସଲାମ ଧର୍ମୀ ଲୋକେ । ସେଥିପାଇଁ ମସଜିଦ ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ବିଧି ମୁତାବକ  ଆଜି ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ଆସନ୍ତାକାଲି ପାଳନ ହେବ ପର୍ବ। ଯଦି ଆଜି ଚାନ୍ଦ ଦେଖା ନଯାଏ ତେବେ ସନ୍ଧ୍ୟାରେ ବସିବାକୁ ଥିବା ଚାନ୍ଦ କମିଟି ବୈଠକ ପରେ ସ୍ପଷ୍ଟ ହେବ ପର୍ବ ଆସନ୍ତାକାଲି ନା ଗୁରୁବାର ପାଳନ  ହେବ। ତେବେ କଟକ ସହରରେ ପ୍ରାୟ 40 ରୁ ଉର୍ଦ୍ଧ୍ବ ଛୋଟ ବଡ଼ ମସଜିଦ ରହିଛି। ବିଶେଷ କରି କଦମରସୁଲ, ଇଦଗା, ବୁଖାରୀବାବା ମସଜିଦ ରେ ସମୂହ ନମାଜ ପାଠ ହେବ  ବୋଲି କହିଛନ୍ତି କଦମରସୁଲ ମସଜିଦ ସମ୍ପାଦକ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଶାଶୁଘରେ ପ୍ରଥମ
ଶାଶୁଘରେ ପ୍ରଥମ ରୋଷେଇର ଫଟୋ ଶେୟାର କଲେ ଆରତୀ ସିଂ
ଅର୍ଗସ ବ୍ୟୁରୋ: ଗୋବିନ୍ଦାଙ୍କ ଭାଣଜୀ ଆରତୀ ସିଂ ଏପ୍ରିଲ ୨୫ ତାରିଖରେ ଦୀପକ ଚୌହାନଙ୍କ ସହ ଧୁମଧାମରେ ବିବାହ କରିଛନ୍ତି। ଆରତୀଙ୍କ ବିବାହର ପ୍ରାୟ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରା
ଟ୍ବେଣ୍ଟି-୨୦ ବିଶ୍ବକପ
ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସିର ଦାମକୁ ନେଇ ବିବାଦ
ଅର୍ଗସ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇସାରିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସି
PM MODI
ବଜାରରେ ବୁଲିଲାଣି ବିଜେଡି ଏକ୍ସପାଏରୀ ସ୍କାନର !
ଅର୍ଗସ ବ୍ୟୁରୋ : ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଜେପିର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ନିଜ ଫେସବୁକ୍‌ ପେଜରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର