ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ପାଆନ୍ତୁ
by Argus News
Thu, Apr 25 | 8:40 p.m.
  • ବିଜେଡି ଅଫିସ୍‌ରେ ସୁର । କଂଗ୍ରେସରୁ ସସ୍‌ପେଣ୍ଡ ହେବା ପରେ ଶଙ୍ଖ ଆଡ଼େ ମୁହାଁଥିବା ନେଇ ବଢିଲା ଚର୍ଚ୍ଚା
  • ଆସୁଛନ୍ତି ଶାହ । ସୋନପୁରରେ ଦଳୀୟ ସମାବେଶରେ ଯୋଗ ଦେବେ, କର୍ମୀଙ୍କ ମନରେ ଭରିବେ ହୋସ୍‌
  • ଶାହଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେପି କ୍ୟାମ୍ପ । କେମିତି ନିର୍ବାଚନରେ ବିଜୟ ହେବେ ସେନେଇ ଦେବେ ଗୁରୁମନ୍ତ୍ର
  • ବିଜେଡି ନେତାଙ୍କୁ ପାଣି ଚିନ୍ତା । ପ୍ରଚାର ବେଳେ ଗରା ମାଠିଆ ରଖି ରାସ୍ତା ରୋକ କଲେ ଜନତା
  • ସାମ୍‌ନାକୁ ଆସିଲେ ମୋକିମ୍‌ଙ୍କ ଝିଅ ସୋଫିଆ: କଂଗ୍ରେସ ସୁଯୋଗ ଦେଲେ ଲଢ଼ିବି
  • ମୋଦିଙ୍କ ବଡ଼ ବୟାନ । କହିଲେ, ଇଣ୍ଡିଆ ମେଣ୍ଟ ସରକାର ହେଲେ ପ୍ରତିବର୍ଷ ବଦଳିବେ ପ୍ରଧାନମନ୍ତ୍ରୀ
  • ୨୮ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର
  • ଆୟୁଷ୍ମାନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, କେନ୍ଦ୍ର ଯୋଜନା ଲାଗୁ ହେଲେ ଜନତା ପାଇବେ ସୁବିଧା
  • ୨୪ସାଧାରଣ ନିର୍ବାଚନ : ୩୬ ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ମେ’ ୭ପର୍ଯ୍ୟନ୍ତ ବଢ଼ିଲା ସିସୋଦିଆଙ୍କ ହେପାଜତ ଅବଧି
METEOROLOGICAL
9m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା
ELECTION
14m ago
କଟକ ବାରବାଟୀରେ ଏଥରେ ମହା ଲଢେଇ
ଅର୍ଗସ ବ୍ୟୁରୋ : ବର୍ତ୍ତମାନ କଟକ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ । କଟକ ସହରରେ ଆରମ୍ଭ ହୋଇଥିବା ଯାଇକ
BJP
20m ago
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି
ଅର୍ଗସ ବ୍ୟୁରୋ : ନିର୍ବାଚନୀ ହିଂସା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ଓଡ଼ିଶା ପୋଲିସ ବିଜେଡିର ହାତ ବାରିଶି ସାଜିଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପର