ଶତାଧିକ ପୁରୁଷ ଏବଂ ମହିଳାଙ୍କ ଭୋଟ ବର୍ଜନ  
by Argus News
Mon, May 20 | 1:03 p.m.

ବଲାଙ୍ଗିର:  ଟଙ୍କା କାରବାରକୁ କେନ୍ଦ୍ର କରି ଭୋଟ ବର୍ଜନ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଭୋଟ ବର୍ଜନ କରିଥିବା ସୂଚନା । ସୂଚନାନୁସାରେ ଆଜି ବଲାଙ୍ଗିର ଲୋକସଭାରେ ନିର୍ବାଚନ ହେଉଅଛି ।

କିନ୍ତୁ ଗ୍ରାମର କିଛି ଅସାଧୁ ବ୍ୟକ୍ତି କିଛି ନେତାଙ୍କ ଠାରୁ ଟଙ୍କା ଆଣି ନିଜେ ଆତ୍ମସାତ କରିଥିବା ଗ୍ରାମବାସୀ ଜାଣିବାକୁ ପାଇଲେ । ଭୋଟ ଦେବାକୁ କାହିଁକି କିଏ ଟଙ୍କା ଆଣି ଗ୍ରାମବାସୀଙ୍କୁ ବଣ୍ଟନ କରିନାହିଁ । ଗ୍ରାମରେ କିଛି ଲୋକ କାହିଁକି ଟଙ୍କା ଆଣିଲେ ଏହାକୁ ନେଇ ଗ୍ରାମରେ ଚାପା ଉତ୍ତଜନା ଲାଗିରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଆଜିଠାରୁ ଏକମାସ
38m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି