SBI ର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
by Argus News
Mon, Mar 11 | 12:40 p.m.

ଅର୍ଗସ ବ୍ୟୁରୋ:  ଇଲେକ୍ଟୋରାଲ୍ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । କାଲି ସୁଦ୍ଧା ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିଦ୍ଦେର୍ଶ ଦେଲେ କୋର୍ଟ । ଏସ୍‌ବିଆଇର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । 

2018ରୁ ଏ ପର୍ଯ୍ୟନ୍ତ ସମସ୍ତ ବଣ୍ଡର ହିସାବ election commision of india ଙ୍କ ପାଖରେ ତିନି ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । 
2017 ରୁ ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ 2018 ରେ କାର୍ଯ୍ୟକାରୀ ହୋଇଥିଲା । ଏହି ବଣ୍ଡ୍ ମାଧ୍ୟମରେ ବ୍ୟକ୍ତି ରାଜନୈତିକ ଦଳକୁ ସହଯୋଗ କରିଥିଲେ । କିନ୍ତୁ ଏହାର କୌଣସି ପ୍ରକାର ପରିଚୟ ଜଣା ପଡୁନଥିଲା କିଏ ଅର୍ଥ ଦେଇଛି । କେତେ ଦେଉଛି ।  ନାମ ଓ ଠିକଣା କିଛି ବି ଜଣା ପଡୁନଥିଲା । ଯାହାକି RTI act 19,(1)କ ର ନିୟମ ଉଲଘଂନ କରୁଛି ।

ବଣ୍ଡ୍ ର ହିସାବ ତିନି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
 

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019