୮ ଘଣ୍ଟା ବିଦ୍ୟୁତ୍‌ କାଟ, ୪ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
by Argus News
Wed, Apr 17 | 4:50 p.m.

ଅର୍ଗସ ବ୍ୟୁରୋ:  ୮ ଘଣ୍ଟା ବିଦ୍ୟୁତ କାଟ ପ୍ରତିବାଦରେ ୪ ଜଣ ବିଦ୍ୟୁତ କର୍ମଚାରୀଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ । ମଙ୍ଗବାର ରାତି ୧୨ ରୁ ସକାଳ ୮ ଟା ପର୍ଯ୍ୟନ୍ତ କଖଡ଼ା ପଞ୍ଚାୟତର ପୁରୁଷୋତ୍ତମ ଗ୍ରାମ ବିଦ୍ୟତୁ ସଂଯୋଗରୁ ବିଛିନ୍ନ ହୋଇଥିଲା। ଯେଉଁଥିପାଇଁ ଅସହ୍ୟ ଗରମରେ ଛଟପଟ ଏବଂ କଲ ବଲ ହେଇଥିଲେ ଗ୍ରାମର ପ୍ରାୟ ୨ ହଜାରରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା l ଗ୍ରାମବାସୀ ରାତିରେ ବିଦ୍ୟୁତ ଯୋଗାଇ ଦେବାକୁ ବିଦ୍ୟୁତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବିଦ୍ୟୁତ କର୍ମଚାରୀମାନେ ରାତିରେ ବିଦ୍ୟୁତ ସେବା ଦେଇହେବ ନାହିଁ  ବୋଲି ରୋକ ଠୋକ ମନା କରିଥିଲେ ।

ସକାଳେ ଗ୍ରାମକୁ ବିଦ୍ୟୁତ ସଜାଡ଼ିବାକୁ କର୍ମଚାରୀମାନେ ପହଁଚିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖିଥିଲେ । ପରେ ଏଭଳି ଭୁଲ ଆଉ କରିବେନି ଠିକ ସମୟରେ ବିଜୁଳି ଦେବାର ପ୍ରତିଶୃତି ଦେବା ସହିତ ଭୁଲ ଶିକାର କରିବା ପରେ ଗ୍ରାମବାସୀ ସେମାନଙ୍କୁ ଛାଡିଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ANDROID 15ରେ
now
android 15ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ
ଅର୍ଗସ ବ୍ୟୁରୋ: ଓ୍ବାନ ଟାଇମ ପାସଓ୍ବାର୍ଡ ବା ଓଟିପି ସମ୍ପର୍କିତ ଠକେି ବଢ଼ିବାରେ ଲାଗିଛି। ଦେଶରେ ଓଟିପି ସମ୍ପର୍କିତ ଫ୍ରଡ ଉପରେ ରୋକ ଲଗାଇବାକୁ ଗୁଗଲ Android ୧୫ର ନୂଆ ବିଟା ଭର୍ଜନ ଲଞ୍
୨୪ଘଣ୍ଟା ମଧ୍ୟରେ
8m ago
୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ
ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପଟ
ଯୋଗୀ ଆଦିତ୍ୟନାଥ
14m ago
୨୩ରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା ଏବଂ ଯୋଗୀ ଆଦିତ୍ୟନାଥ
ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ ଓଡ଼ିଶାକୁ ଜାରି ରହିଛି। ୨୩ରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡଚଣା